Zzzzz

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ […]

Read More Text.
Zzzz

ଏତେ ବଡ଼ ପ୍ଲେନକ୍ରାଶ୍‌ର କାରଣକୁ ନେଇ ଚର୍ଚ୍ଚା

ଅହମଦାବାଦ, ୧୩।୬: ଗୁରୁବାର ଅହମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ ଏକମାତ୍ର ବଞ୍ଚିଥିବା ଯାତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି। ବିମାନଟି ଅହମଦାବାଦର ବିଜେ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ଉପରେ ଖସିଥିଲା, ଯେଉଁଠାରେ […]

Read More Text.
Whatsapp image 2025 06 13 at 2.47.19 pm

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

ଅହମଦାବାଦ: ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତିଯିବା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି ଯେତେବେଳେ କୁହାଯାଉଛି । ଠିକ୍ ସେତିକି ବେଳେ ଆଉ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । […]

Read More Text.
Zzz

ରୂପାନୀଙ୍କ ଲକି ନମ୍ବର ‘୧୨୦୬’ ଶେଷ ବେଳକୁ ହେଲା ଅନଲକି

ନୂଆଦିଲ୍ଲୀ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ ମଧ୍ୟ ଯାତ୍ରା କରୁଥିଲେ। ରୂପାନୀ ତାଙ୍କ ପତ୍ନୀ ଅଞ୍ଜଳି ଏବଂ ଝିଅଙ୍କୁ ଭେଟିବାକୁ ଯାଉଥିଲେ। ତାଙ୍କ ମୃତ୍ୟୁ ତାରିଖ ଅର୍ଥାତ ୧୨ ଜୁନ କିମ୍ବା ୧୨-୦୬ ସହିତ ଜଡିତ ଏକ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ, […]

Read More Text.
Zz

ଦୁର୍ଘଟଣା ପରେ ଭଗ୍ନାବଶେଷରୁ ମିଳିଲା ଏକ ଡିଭିଆର୍‌

ଅହମ୍ମଦାବାଦ୍‌: ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି। ଜାଣିବାକୁ ମିଳିଛି ଯେ ଦୁର୍ଘଟଣାରୁ ମିଳିଥିବା ଭଗ୍ନାବଶେଷରୁ ଏକ ଡିଜିଟାଲ୍‌ ଭିଡିଓ ରେକର୍ଡର ବି ମିିଳିଛି। ଗତକାଲି ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ଭଗ୍ନାବଶେଷରୁ ଗୁଜୁରାଟ ଏଟିଏସ୍‌ ଏକ […]

Read More Text.
Z

ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରାଯାଇ କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଆନ କାଟଜ୍ କହିଛନ୍ତି, ଇରାନରୁ ପ୍ରତିଶୋଧମୂଳକ ମିସାଇଲ ଓ ଡ୍ରୋନ ଆକ୍ରମଣର ଆଶଙ୍କା ରହିଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି […]

Read More Text.
18 1749794143

ଚାଲିଗଲା ୨୬୫ ଜୀବନ: ଅହମଦାବାଦ ହସ୍ପିଟାଲ୍‌ରେ ଭିଡ଼ ଅଣାୟତ

ଅହମ୍ମଦାବାଦ୍‌: ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି । ସେପଟେ ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ […]

Read More Text.
5 1536x912

ଆହତଙ୍କୁ ଭେଟିବା ପରେ ବିମାନବନ୍ଦରରେ‌ ବୈଠକ ଡାକିଲେ ମୋଦୀ

ଅହମ୍ମଦାବାଦ୍‌: ଗୁରୁବାର ଦିନ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୫୦ରୁ ଉର୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଅହମ୍ମଦାବାଦ ଗସ୍ତ କରିଛନ୍ତି। ମୋଦୀ ଅହମ୍ମଦାବାଦ୍‌ରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍ଥାନ ପରିଦର୍ଶନ କରିବା ପରେ ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌କୁ ଯାଇଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୬୫ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ […]

Read More Text.
8284fb25 95cd 4251 bf16 79a102e14623

ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ, ପକ୍ଷରୁ ଆନ୍ତର୍ଜାତୀୟ ଶିଶୁଶ୍ରମିକ ଉଛେଦ ଦିଵସ ପାଳିତ

କଟକ  : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନ୍ତର୍ଜାତିୟ ଶିଶୁଶ୍ରମିକ ଉଛେଦ ଦିଵସ ପାଳିତ। ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଶିଶୁ ଯତ୍ନ ପ୍ରତିଷ୍ଠାନ ବସୁନ୍ଧରା କଟକ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ଉଛେଦ ଦିଵସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଜଗଦୀଶ ଚନ୍ଦ୍ର ଜେନା ଆଇନଜିବୀ ବିଜୟ କୁମାର ପଣ୍ଡା ସି ଡଵ୍ଲୁ ସି ଚେୟାରମ୍ୟାନ ପ୍ରମୋଦ କିଶୋର ଆଚାର୍ଯ୍ୟ […]

Read More Text.
Img 20250612 wa0308

ବାରିପଦାର ଛଉ ପଡିଆ ଠାରେ ବିକାଶ ମେଳା -୨୦୨୫ ଉଦଘାଟିତ

ବାରିପଦା – ତା ୧୨-୦୬-ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବାରିପଦାସ୍ଥିତ ଛଉ ପଡିଆ ଠାରେ  ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଓରମାସ ଆନୁକୂଲ୍ୟରେ ଆୟୋଜିତ ବିକାଶ ମେଳା -୨୦୨୫ ଉଦଘାଟିତ ହୋଇଯାଇଛି। ଉକ୍ତ ବିକାଶ ମେଳା-୨୦୨୫ କୁ  ମୁଖ୍ୟ ଅତିଥି ଭାବେ   ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଓ ସମ୍ମାନିତ ଅତିଥି ଭାବେ  ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଉକ୍ତ ଶୁଭ […]

Read More Text.