B787 ଡ୍ରିମଲାଇନର ଦୁର୍ଘଟଣାରେ ପୁଷ୍ଟି ହେଲା ମୃତକଙ୍କ ସଂଖ୍ୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ଥିଲେ
ଅହମଦାବାଦ : ଗୁରୁବାର ମଧ୍ୟାହ୍ନରେ ଅହମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ ଉଡାଣ କରିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର ୫ ମିନିଟ ପରେ ସହରର ମେଘାଣୀ ନଗର ଅଞ୍ଚଳରେ ବିମାନ ଖସିପଡିଛି। ବିମାନରେ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୨୪୨ ଜଣ ଯାତ୍ରୀଥିଲେ। ତେବେ ୧୩୩ଜଣ ପ୍ରାଣ ହରାଇଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପୁଷ୍ଟି କରିଛନ୍ତି। ଦୁର୍ଘଟଣାଗ୍ରସ୍ତ […]
Read More Text.