97 750x430

ଓଏମସିର ‘ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଭାରତର ସର୍ବବୃହତ ଖଣି କମ୍ପାନୀ ମଧ୍ୟରୁ ଗୋଟିଏ ଓଡ଼ିଶା ଖଣି ନିଗମ ଲିମିଟେଡ୍ (ଓଏମସି)ର ପ୍ରମାଣିତ ଆଭ୍ୟନ୍ତରୀଣ ପ୍ରଶିକ୍ଷକଙ୍କ ଏକ କ୍ୟାଡର ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟରେ ‘ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଂସ୍ଥାଗତ ତାଲିମ ଢାଞ୍ଚାର ଏକ ଅଂଶ ସ୍ୱରୂପ ନିଗମ ୧୧ ଏବଂ ୧୨ ଜୁନ୍ ୨୦୨୫ରେ ଏହା ଆରମ୍ଭ କରିଛି । ଉଦଘାଟନୀ ଉତ୍ସବରେ ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ଅପରେସନ), ଆଲୋକ କୁମାର ପାଲ, ନିର୍ଦ୍ଦେଶକ […]

Read More Text.
Whatsapp image 2025 06 14 at 10.32.25 750x430

ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଗୋପାଳପୁର: ବ୍ରହ୍ମପୁର ଠାରେ କାର୍ଯ୍ୟରତ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କୁଆଡେ଼ ସରକାରୀ ସାହାଯ୍ୟ ନେଲେ ପିସି ଦେବାକୁ ପଡ଼ିବ, ନହେଲେ ମୁଁ କୈାଣସି ଅନୁମୋଦନ କରିବି ନାହଁ ବୋଲି ରୋକ ଠୋକ ଚାଷୀ ସମେତ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ ସମ୍ମୁଖରେ କହୁଥିବା ନେଇ ଗୋପାଳପୁର ଗସ୍ତରେ ଆସିଥିବା ଓଡିଶା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଦୁର୍ନୀତିଗ୍ରସ୍ତ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଦାବି […]

Read More Text.
Zzzzzz

ଧର୍ମଶାଳାରେ ରୋଗୀଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଦାସ

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ମଧ୍ୟାହ୍ନରେ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିଛନ୍ତି। ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜାତୀୟ କଂଗେସ ଦଳ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସ, ଧର୍ମଶାଳାର କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ମଧୁସ୍ମିତା ଆଚାର୍ଯ୍ୟ ଓ ଅନ୍ୟ ନେତା ଓ କର୍ମୀମାନେ ପହଞ୍ଚି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଭେଟିଥିଲେ। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଏ […]

Read More Text.
Cbnr26uci8pjblnpchfu

ମାଓବାଦୀଙ୍କ ଆଇଡି ବିସ୍ପୋରଣରେ ଯବାନ ସହିଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସେକ୍ଟର ୧୯ ସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଯବାନଙ୍କ ମରଶରୀରକୁ ରାଉରକେଲାରୁ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଝାରଖଣ୍ଡ ରାଞ୍ଚିନିକଟସ୍ଥ […]

Read More Text.
11111

ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍‌ ହେଲା

ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍‌ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉକରି ବାସୀ ଓ ଦୂଷିତ ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରିବା ସହ ରେଷ୍ଟୁରାଣ୍ଟ ଗୁଡିକୁ ଯୋଉମୁଦ ଦେଇ ସିଲ କରିଛନ୍ତି । ପ୍ରଶାସନିକ ନିର୍ଦ୍ଧେଶ ନ ଆସିବା ପର୍ଯ୍ୟନ୍ତ ସିଲ ହୋଟେଲ ଖୋଲି ପରିବେନାହିଁ ବୋଲି କୁହାଯାଇଛି। ଏହି କ୍ରମରେ ବ୍ୟାସନଗର ନହକା ଗୋଲେଇ […]

Read More Text.
Ani 20250613072744

ଯାଜପୁରରେ ଡାଇରିଆ-ହଇଜା: ସ୍ଥିତି ପରଖିବେ ୧୪ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜିଲ୍ଲାର ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶାଗସ୍ତରେ ଆସୁଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଡା. ମିଶ୍ର କହିଛନ୍ତି, ଓଡ଼ିଶା ଗସ୍ତରେ ୧୪ ଜଣିଆ ଟିମ୍‌ ଆସିବେ। ଏହି ଟିମ୍‌ରେ ଭାରତୀୟ […]

Read More Text.
Zzz

ଅହମଦାବାଦ ବିମାନ ଦୁର୍ଘଟଣା, କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଭାରତୀୟ ବିମାନ ସେବାରେ ଥିବା ୩୪ଟି ବୋଇଂ ୭୮୭ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ୮ଟି ବୋଇଂ ୭୮୭ ବିମାନର ତୁରନ୍ତ ଯାଞ୍ଚ କରାଯାଇଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି। […]

Read More Text.
11

ଚର୍ଚ୍ଚାରେ ବିଜ୍ଞାପନ, ଦୁର୍ଘଟଣା ହେବ ବୋଲି ଜାଣିଥିଲା କି ଏହି କମ୍ପାନି?

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଖବରକାଗଜର ବିଜ୍ଞାପନ ଚର୍ଚ୍ଚାକୁ ଆସିଛି। ବିଜ୍ଞାପନରେ ବିମାନକୁ ଏଭଳି ଭାବେ ଉପସ୍ଥାପିତ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ବଡ଼ କଥା ହେଲା ବିମା‌ନରେ ଏୟାର ଇଣ୍ଡିଆ ଲେଖାଯାଇଛି। ଦୁର୍ଘଟଣା ହେବ ବୋଲି ଏହି କମ୍ପାନି ଜାଣିଥିଲା ନା ଏହା କେବଳ ଏକ […]

Read More Text.
Ramdev 300x198

ବିମାନ ଦୁର୍ଘଟଣାକୁ ନେଇ ତୁର୍କୀ ଆଡକୁ ଇଙ୍ଗିତ କଲେ ରାମଦେବ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଯୋଗଗୁରୁ ବାବା ରାମଦେବ ତୁର୍କୀ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ବିମାନରେ ରକ୍ଷଣାବେକ୍ଷଣ କାମ ଏକ ତୁର୍କୀ କମ୍ପାନୀ କରୁଥିଲା | ତୁର୍କୀ ଏହି ଏଜେନ୍ସି ମାଧ୍ୟମରେ ଏଭଳି ଏକ ଷଡ଼ଯନ୍ତ୍ର ରଚିନାହିଁ ତ ! ସେ କହିଛନ୍ତି ଯେ ଭାରତକୁ ଏବେ ଏପରି ସମ୍ବେଦନଶୀଳ ମାମଲାରେ ବିଦେଶୀ ହସ୍ତକ୍ଷେପ ହ୍ରାସ କରିବାକୁ ପଡିବ । ରାମଦେବ […]

Read More Text.
Okus36u team south africa afp 625x300 14 june 25

ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ । ୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ ହରାଇ ମ୍ୟାଚର ୪ର୍ଥ ଦିନରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ୧୩୬ ରନ ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ସେହିପରି […]

Read More Text.