ମୃତ୍ୟୁର ଦ୍ବାରଦେଶରେ ଇରାନ: ପରମାଣୁ କେନ୍ଦ୍ରରୁ ଲିକ୍ ହେଉଥିବା ବିକିରଣ ବିନାଶ ଆଣିବ
ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ, ପ୍ରତ୍ୟେକ ମୁହୂର୍ତ୍ତରେ ଇରାନ ମୃତ୍ୟୁର ଦ୍ବାରଦେଶରେ ଠିଆ ହେବାରେ ଲାଗିଛି। ଯଦିଓ ଇରାନ ପରମାଣୁ ବିକିରଣ ଲିକ୍ ହେବା କଥାକୁ ଅସ୍ୱୀକାର କରୁଛି, କିନ୍ତୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ଦ୍ୱାରା ଜାତିସଂଘକୁ ଦିଆଯାଇଥିବା ସୂଚନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇସ୍ରାଏଲ ଗୋଟିଏ ଦିନ ପୂର୍ବରୁ ଇରାନର ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଇରାନ କହିଥିଲା ଯେ, ଏହି ଆକ୍ରମଣ କେବଳ […]
Read More Text.