2

କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

ବାରିପଦା :  ପିସିଏମ କଲ୍ୟାଣ ଭବନ ପରିସରରେ କୌଳିକ ବୃତ୍ତି ଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ,ବାରିପଦା ଆନୁକୁଲ୍ଯରେ  ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଓ ତାଲିମ ଶିବିର ମୟୂରଭଂଜ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଭାଗବତ ସୋରେନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ସମ୍ମାନିତ ଅତିଥି ଭାବେ  ବିଧାୟକ ଜଲେନ ନାଏକ, ମୁଖ୍ୟବକ୍ତା ଏମଏସଏମଇ ଡିଏଫଓ ,କଟକ ଅଭିମନ୍ୟୁ ମୋଦି […]

Read More Text.
1

୩ ଦିନିଆ ଅମ୍ବିକା ସାହି “ରଜ ମଉଜ”ର ପ୍ରଥମ ସନ୍ଧ୍ୟା

ବାରିପଦା : ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଶିଶୁ ଉଦ୍ୟାନ ପରିସରରେ ୩ ଦିନିଆ ୧୩ ତମ “ରଜ ମଉଜ” ଉତ୍ସବର ୧ମ ସନ୍ଧ୍ୟାରେ ବିଭିନ୍ନ ବର୍ଗର ପିଲାମାନଙ୍କ ମଧ୍ୟରେ ନୃତ୍ୟଗୀତ, ମ୍ୟୁଜିକ ଚେୟାର, ସ୍କିପିଙ୍ଗ ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା । ପିତାମାତାଙ୍କ ସମେତ ବହୁ ସଂଖ୍ୟାରେ କୁନିକୁନି ପ୍ରତିଭା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ ଉପଭୋଗ କରିଥିଲେ । ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି […]

Read More Text.
Img 20250614 wa0206

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନ : ଲାଲବଜାର ଓ କୋର ହାଣ୍ଟର୍ସ ବିଜୟୀ

ବାରିପଦା :  ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନର ୧ମ ମ୍ୟାଚରେ ଲାଲବଜାର ୱରିୟାର୍ସ ୬ ଉଇକେଟରେ ରାଫେଲ ରକେଟ୍ସକୁ ପରାସ୍ତ କରିଥିଲା  । ପ୍ରଥମେ ବ୍ୟାଟିଂ କରି ରାଫେଲ ରକେଟ୍ସ ୧୫ ଓଭରରେ ୭ ଉଇକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ  ।  ଦଳ ପକ୍ଷରୁ ରୁପମ […]

Read More Text.
Photo for the news of bikash bahana

ପୁରୁଷଣ୍ଢରେ ବିକାଶ ବାହନ ପରିକ୍ରମା

ଆଗରପଡ଼ା  : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ବନ୍ତ ବ୍ଳକ ଅନ୍ତର୍ଗତ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ ପରିକ୍ରମା କରିଥିଲା । ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନ ଓ ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ସୁଶୀଳା ଜେନା,କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି,ପିଇଓ ବୀରକିଶୋର ନାୟକ,ଯୁବନେତା ପ୍ରଦୀପ ପୁହାଣ ପ୍ରମୁଖ […]

Read More Text.
Photo for the news of society president

ସେବା ସମବାୟ ସମିତି ସଭାପତିଙ୍କ ବିୟୋଗ

ଆଗରପଡ଼ା  : ରାମକୃଷ୍ଣପୁର ସେବା ସମବାୟ ସମିତି ସଭାପତି ଭକ୍ତିପଦ ସାମଲଙ୍କ ୩୮ ବର୍ଷ ବୟସରେ ହୃଦାଘାତ ଯୋଗୁଁ ବିୟୋଗ ଘଟିଛି । ଗତ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଓ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା । ମାତ୍ର ଅବସ୍ଥା ଗମ୍ଭିର ଥିବାରୁ କୋଲକତାସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା । ଜିଲ୍ଲା ଏଆର ପ୍ରଦୀପ ସେଠୀ, ବ୍ଲକ […]

Read More Text.
Photo for the news of thermacoal plate

ପରିବେଶ ବିଗାଡ଼ିବାରେ ଲାଗିଛି : ଥର୍ମୋକୋଲ ପ୍ଲେଟ୍ ବ୍ୟବହାରରେ ଲାଗୁନି ରୋକ୍‌

ଆଗରପଡ଼ା  : ବର୍ତ୍ତମାନ ବିବାହ ଓ ବ୍ରତଘର ଋତୁ ଚାଲିଥିବା ବେଳେ ଭୋଜି ଭାତର ଆସର ଜମୁଛି । ଏହା ଭିତରେ ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ବନ୍ତ ବ୍ଳକ ଓ ତା’ ଆଖପାଖ ଅଂଚଳର ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ ଓ ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ […]

Read More Text.
Photo2 for the news of tractor

ବିନା ନମ୍ବର ପ୍ଲେଟରେ ଚାଲିଛି ଶହଶହ ଟ୍ରାକ୍ଟର : ରାଜସ୍ୱ ହରାଉଛନ୍ତି ସରକାର

ଆଗରପଡ଼ା  : ପରିବହନ ନିୟମ ଅନୁଯାୟୀ ଗାଡିଗୁଡିକର ଫିଟନେସ, ଇନସୁରାନ୍ସ, ପଲ୍ୟୁସନ ଏବଂ ନମ୍ବର ପ୍ଲେଟ ଠିକ ଥିଲେ ଗାଡିଗୁଡିକ ରାସ୍ତାରେ ଚାଲିବା ନିୟମ ରହିଛି । ଏହି ନିୟମ ଭିତରେ ଗାଡିଗୁଡିକ ଚାଲୁଛିକି ନାହିଁ ତାର ତଦାରଖ କରିବାର ଦାଇତ୍ୱ ପରିବହନ ବିଭାଗର ରହିଛି । କାରଣ ଗାଡିଗୁଡିକ ଏହି ସବୁ ନିୟମ ଭିତରେ ରହି ରାସ୍ତାରେ ଚାଲୁଥିବା ସମୟରେ କୌଣସି ଦୁର୍ଘଟଣା ଘଟିଲେ ଉଭୟ ଗାଡି ମାଲିକ ଓ କ୍ଷତିଗ୍ରସ୍ତ ବ୍ୟକ୍ତି ଇନସୁରାନ୍ସ କମ୍ପାନୀ […]

Read More Text.
22222222

ଆମେରିକାରେ ଦୁଇ ସାଂସଦଙ୍କୁ ଗୁଳିକାଣ୍ଡ

ୱାଶିଂଟନ: ଦୁଇ ଆମେରିକୀୟ ସାଂସଦ – ସେନେଟର ଜନ୍ ହଫମ୍ୟାନ୍ ଏବଂ ରିପ୍ରେଜେଣ୍ଟେଟିଭ ମେଲିସା ହର୍ଟମ୍ୟାନ୍ – ସେମାନଙ୍କ ଜୀବନ ସାଥୀଙ୍କ ସହିତ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ସ୍ଥିତ ସେମାନଙ୍କ ଘରେ ଗୁଳି ମାଡ଼ ହୋଇଛି । ଏଥିରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ବିଷୟରେ କୌଣସି ସୂଚନା ନାହିଁ। ଫକ୍ସ ନ୍ୟୁଜର ରିପୋର୍ଟ ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ପୁଲିସ ଅଧିକାରୀ ଭାବରେ ପରିଚୟ ଦେଇ ଆସିଥିଲେ। ହର୍ଟମାନ […]

Read More Text.
13hs radiation articlelarge

ବଡ଼ ବିପଦ ଆଶଙ୍କା : ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ

ଭିଏନା : ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ପକ୍ଷରୁ ସତର୍କ କରାଯାଇଛି । ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ଗ୍ରସି କହିଛନ୍ତି ଯେ ଯୁଦ୍ଧ ସମୟରେ କୌଣସି ଦେଶ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । କାରଣ ସେଥିରୁ ଯେଉଁ […]

Read More Text.
Whatsapp image 2025 06 14 at 10.32.27 1 750x430

ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର

ଭୁବନେଶ୍ବର : ଡକ୍ଟର ଗୋପାଳ କୃଷ୍ଣ ପାତ୍ର ବାଙ୍ଗାଲୋର ସ୍ଥିତ ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାନ ଓ କାରିଗରୀ ବିଦ୍ୟାର ସଂସ୍ଥାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ୩୭ଟି ସଂସ୍ଥାନ ମଧରୁ ସିଏସଆଇଆର୍ ୪ ପିଆଇ ସଂସ୍ଥାନରେ ଡକ୍ଟର ପାତ୍ର ୧୯୯୭ରୁ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡିଶାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଓ ପିଏଚଡି ଡିଗ୍ରୀ ହାସଲ ପରେ ସେ ବୈଜ୍ଞାନିକ […]

Read More Text.