ପାରିବାରିକ କଳହରୁ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ପୋଲିସ କଲା ଉଦ୍ଧାର
ମୋହନା: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି। ଅଡ଼ବା ଥାନ ଗରଡ଼ମା ଗାଁର ସୁଭଦ୍ରା ମାଳବିଷୋୟୀ ବ୍ରାହ୍ମଣୀଗାଁ ଥାନା ବୁଡ଼ିଶିଳ ଗାଁର ଜଳନ୍ତ ବଳିଆରସିଂକୁ ବିବାହ କରିଥିଲେ। ହେଲେ ପାରିବାରିକ କଳହ ପାଇଁ ବାପଘର ପରିବାର ଲୋକ ୧୧ ମାସ ତଳେ ଝିଅକୁ ନେଇ ଯାଇଥିଲେ। […]
Read More Text.