ଇରାନରେ ଭୂକମ୍ପ, ପରମାଣୁ କେନ୍ଦ୍ରରେ ଇସ୍ରାଏଲର ଆକ୍ରମଣ ଯୋଗୁ ଭୂମିକମ୍ପ ସନ୍ଦେହ
ତେହରାନ : ଇରାନରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଆମେରିକାର ଭୂତାତ୍ତ୍ଵିକ ସର୍ବେକ୍ଷଣ(ୟୁଏସଜିଏସ) ପକ୍ଷରୁ ମଧ୍ୟ ଇରାନର ଉତ୍ତରାଞ୍ଚଳରେ ଭୂକମ୍ପ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ପରମାଣୁ କେନ୍ଦ୍ରରେ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ଏହି ଭୂକମ୍ପ ହେଉଥିବା ସନ୍ଦେହ କରାଯାଉଛି। ଇରାନର ସେମନାନ ସହରଠାରୁ ୩୭ କିମି ଦୂର ଦକ୍ଷିଣ ପଶ୍ଚିମାଞ୍ଚଳରେ ଭୂପୃଷ୍ଠରୁ […]
Read More Text.