Ragging 1068x601

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ ଧମକ ଦେଇଛନ୍ତି। ଗତ ୨୬ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ବାପା ମୁକେଶ କୁମାର କେଶରଓ୍ବାନୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ କେଶରଓ୍ବାନୀଙ୍କ ପୁଅ […]

Read More Text.
Bcci logo 2025 07 23 17 45 24

ସେପ୍ଟେମ୍ବର ୨୮ରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସନ୍ଦର୍ଭରେ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ବିସିିସିଆଇ ସମ୍ପାଦକ ଦେବଜିତ ସାଇକିଆ ପତ୍ର ଲେଖି ଜଣାଇଛନ୍ତି ଯେ ଉକ୍ତ ଏଜିଏମ୍‌ରେ ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ […]

Read More Text.
Putin 1

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ ।  କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ  ।  ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ  ।  ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ କ୍ଲିନିକାଲ୍ ପରୀକ୍ଷଣରେ ଏହି ଟୀକା ସଫଳତା ହାସଲ କରିଛି  । ଆଉ ଏହି ଟୀକା ବ୍ୟବହାର ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।  ଏହା mRNA ଟିକା। ଯାହା ଜେନେଟିକ […]

Read More Text.
Japan pm

ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ ଟିଭି ରିପୋର୍ଟସ ମୁତାବକ, ଦଳୀୟ ନେତାମାନେ ତାଙ୍କୁ ରାଜନୈତିକ ଦାୟିତ୍ୱ ନେବାକୁ ଦାବି କରିଥିଲେ । ଜାପାନର କୃଷି ମନ୍ତ୍ରୀ ଏବଂ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଶନିବାର ରାତିରେ ଇଶିବାଙ୍କୁ ଭେଟି ନିଜେ ଇସ୍ତଫା […]

Read More Text.
Nair hospital

ମୁମ୍ବାଇ ନାୟର ହସପିଟାଲ ଉପରେ ବୋମାମାଡ଼ ଧମକ

ମହାରାଷ୍ଟ୍ର : ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକଭରା ଇମେଲ ନାୟର ହସପିଟାଲର ଡିନଙ୍କ ଇମେଲକୁ ଆସିଛି । ଧମକ ମିଳିବା ପରେ ହସପିଟାଲ ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ହସପିଟାଲ ପରିସରରେ ଯାଞ୍ଚ ଚାଲିଛି । ହସପିଟାଲରେ ଥିବା ସମସ୍ତ […]

Read More Text.
America

ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ

ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ ଚିହ୍ନଟ ହୋଇଛି । ଏୟାରଲେକ୍ ବିମାନବନ୍ଦରର ପଶ୍ଚିମରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବାର ଦେଖିଛନ୍ତି ଜରୁରୀକାଳୀନ କର୍ମଚାରୀ । ଦୁର୍ଘଟଣାରୁ କୌଣସି ଯାତ୍ରୀ ବଞ୍ଚି ପାରିନାହାଁନ୍ତି […]

Read More Text.
Kejriwal

ଗୁଜରାଟରେ ପ୍ରବଳ ବର୍ଷା, ବାତିଲ ହେଲା ଅରବିନ୍ଦ କେଜ୍ରିୱାଲଙ୍କ ରାଲି

ଗୁଜରାଟ : ଗୁଜରାଟର ଚୋଟିଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କ ରାଲି ବାତିଲ କରାଯାଇଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମା ହୋଇଛି ଏବଂ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବହୁତ ପ୍ରଭାବିତ ହୋଇଛି । ତେଣୁ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଛି । ଗୁଜରାଟର ଭଲସାଡର କପାରଡାରେ ସର୍ବାଧିକ ବର୍ଷା ହୋଇଛି । କପାରଡାରେ ୧୦.୫ ଇଞ୍ଚରୁ ଅଧିକ ବର୍ଷା ହୋଇଛି । ପୋଶିନା, ରାଧନପୁର, ଉମରଗାମରେ ଅଧିକ ବର୍ଷା ହୋଇଛି । […]

Read More Text.
Cricket stadium 1

କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ ବିସ୍ଫୋରଣ : ଜଣେ ମୃତ, ଅନେକ ଆହତ

ପାକିସ୍ତାନ : ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଛି ବଡ଼ ଅଘଟଣ । କ୍ରିକେଟ୍ ମ୍ୟାଚ୍ ଚାଲିଥିଲାବେଳେ ଷ୍ଟାଡିୟମରେ ବିସ୍ଫୋରଣ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଆଇଇଡି ଦ୍ବାରା କରାଯାଇଛି ବୋଲି ବାଜୌର ଜିଲ୍ଲା ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଭାଇରଲ ହେଉଛି । ସୂଚନାନୁଯାୟୀ, କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଖାର ତହସିଲର […]

Read More Text.
111222333

ହାତୀପଲ ଆକ୍ରମଣରେ ମହିଳା ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଅଟୋକୁ ହାତୀ ପଲ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ରୀନା ନାୟକ ବୋଲି ଜଣାପଡିଛି।  ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିବାବେଳେ ଅସ୍ତିଆବନ୍ଧ ନିକଟରେ ହାତୀପଲ ଅଟୋକୁ ଆକ୍ରମଣ କରିଥିଲେ । […]

Read More Text.
Hetubadi

ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବା ନେଇ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ

ଭୁବନେଶ୍ୱର : ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବାକୁ ନେଇ ହୋଇଛି ହଙ୍ଗାମା । ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ଭୁବନେଶ୍ୱର ନାଗେଶ୍ଵର ଟାଙ୍ଗୀରେ ଘଟିଛି ଏଭଳି ଘଟଣା । କିଛି ହେତୁବାଦି ମିଶି ଭଡା ଘରେ ଭୋଜି କରୁଥିଲେ । ଘଟଣାର ଖବର ପାଇ ପରମ୍ପରାବାଦୀ ବିରୋଧ ପ୍ରଦର୍ଶନ କରିଥିଲେ । ଦୁହିଁ ଗୋଷ୍ଠୀ ମଧ୍ୟରେ ବଚସା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଘଟଣାରେ ଘର ମାଲିକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି […]

Read More Text.