Dead

ଅଟୋ ଉପରେ ହାତୀ ପଲ ଆକ୍ରମଣ, ଜଣେ ମହିଳା ଯାତ୍ରୀ ମୃତ

ବାରିପଦା: ଏକ ଯାତ୍ରୀବାହୀ ଅଟୋ ଉପରେ  ହାତୀପଲ ଆକ୍ରମଣ କରିବା ଫଳରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଅଛି l ମୟୁରଭଞ୍ଜ ଜିଲ୍ଲା ଚିତ୍ରଡା ମୋରଡ଼ା ରାସ୍ତାରେ ଏହି ଘଟଣା ଘଟିଅଛି l ଅଟୋରେ ଆଠ ଜଣ ଯାତ୍ରୀ ଆସୁଥିବାବେଳେ ହଠାତ ଏକ ହାତୀପଲ ରାସ୍ତା ଉପରକୁ ଆସି ଆକ୍ରମଣ କରିଥିଲେ l ଅଟୋରେ ବସିଥିବା ଅନ୍ୟ ସାତ ଜଣ ଭୟରେ ଦୌଡ଼ି ପଳାଇଥିଲେ l ମାତ୍ର ମହିଳା ଜଣକ ଦୌଡ଼ି ନପାରିବାରୁ ତାଙ୍କୁ ହାତୀ ଶୁଣ୍ଡରେ […]

Read More Text.
Img 20250907 wa0187

ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ବାଲେଶ୍ୱର ଓ କୋରାପୁଟର ନାଟକ ମଞ୍ଚସ୍ଥ

ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୨ ଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଡଃ ମାୟା ଦାସ, ସୁବୋଧ ପଟ୍ଟନାୟକ, ସୂର୍ଯ୍ୟ ଦେଓ ପ୍ରବୋଧ ରଥ, ସୁଧାଂଶୁ ମୋହନ ଦ୍ବିବେଦୀ, ଡଃ ଗିରିଶ ପ୍ରସାଦ ସ୍ୱାଇଁ, ପ୍ରିତିଶ ବସା, ଜୀବନ ସାହୁ ୨ୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର […]

Read More Text.
Img 20250907 wa0181

ଜନ୍ମଦିନରେ ମା, ବାପାଙ୍କ ସହ ରକ୍ତଦାନ କଲେ ପୁଅ

ବାରିପଦା: ଓଡିଶା ରକ୍ତ ଭଣ୍ଡାର, ବାରିପଦା ପରିସରରେ ଆଶୁତୋଷ ତ୍ରିପାଠୀ  ରକ୍ତଦାନ କରି ନିଜ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ I ଏହି ଶିବିରରେ ଟ୍ରଷ୍ଟର ସକ୍ରିୟ ସଦସ୍ୟା ଆଶୁତୋଷଙ୍କ ମାତା ରାଜଲକ୍ଷ୍ମୀ ମିଶ୍ର ଓ ପିତା ଶିବ କୁମାର ତ୍ରିପାଠୀଙ୍କ ସମେତ ମୋଟ ୧୩ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଜନ୍ମଦିନକୁ ସଫଳ କରିଥିଲେ I ମୁଖ୍ୟ ଅତିଥି […]

Read More Text.
Fgf

ସାଥୀ ଡା. ପ୍ରଶାନ୍ତ ମିଶ୍ର ସିପିଆଇ ର ରାଜ୍ୟ ସମ୍ପାଦକ ନିର୍ବାଚିତ, ସାଥୀ ଜଗବନ୍ଧୁ ମିଶ୍ର ରାଜ୍ୟ ପରିଷଦକୁ ନିର୍ବାଚିତ 

ବାରିପଦା: ମୟୂରଭଞ  ଜିଲ୍ଲାର ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୀମଦା ଗ୍ରାମରେ ତିନି ପିଢ଼ିର କମ୍ୟୁନିଷ୍ଟ ପରିବାରରେ ଜନ୍ମିତ ସାଥୀ ଡା.ପ୍ରଶାନ୍ତ ମିଶ୍ର ଛାତ୍ର ଜୀବନରୁ କମ୍ଯୁନିଜିମ ଆଦର୍ଶ ପ୍ରତି ସମର୍ପିତ। ସେ ୧୯୮୪ ମସିହାରେ ଅଖିଳ ଭାରତ ଛାତ୍ର ସଂଘ (AISF )ରେ ଯୋଗଦେଇ  ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ,ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସମ୍ପାଦକ,ରାଜ୍ଯ ସଭାପତି, ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି। ପରବର୍ତ୍ତୀ ସମୟରେ ସିପିଆଇର […]

Read More Text.
Img 20250907 wa0184

ସଦଭାବନା ସମିତିର ତରଫରୁ ମାସିକ ସନ୍ଥ ଦିବସ ପାଳିତ

ବାରିପଦା : ଆଜି ବାରିପଦା ସଦଭାବନା ସମିତି ଆନୁକୂଲ୍ୟରେ ୫୫୫ ତମ ମାସିକ ସନ୍ଥ ଦିବସ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତିଥିରେ ଗୋପବନ୍ଧୁ ଭବନ ଠାରେ ପାଳିତ ହୋଇଯାଇଛି।  ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ହୋଇଥିବା ହଜରତ ମହମ୍ମଦ, ଠାକୁର ଅନକୁଳ ଚନ୍ଦ୍ର ଏବଂ ସ୍ୱାମୀ ଶିବାନନ୍ଦଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସନ୍ଥ ସଂସ୍କୃତିରେ ମିଥ୍ୟାକୁ ସଦାସର୍ବଦା ନା ର ରୋକଠୋକ ମଣିଷ ଏବେକାର ସମାଜରେ ଦୁଃଖ ବଖାଣି […]

Read More Text.
Vijay

ମିଳିଲା ଗ୍ରୀନ ସିଗନାଲ, ବିଜୟ ମାଲ୍ୟା, ନୀରବ ମୋଦିଙ୍କ ସହ ଭାରତ ଆସିବେ ଏହି ପଳାତକ

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର ମାମଲାକୁ ମଜବୁତ କରିବା ପାଇଁ ଏହି ଗସ୍ତ ଏକ ଅଂଶ ଥିଲା । ବରିଷ୍ଠ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ) ଦ୍ୱାରା ପରିଚାଳିତ ଏହି ଗସ୍ତକୁ ୟୁକେ […]

Read More Text.
Screenshot 2025 09 07 151137 750x430

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ ଫେରିଥିବା ବାସିନ୍ଦା ବାସ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ବାମା ସ୍ଥାନୀୟ ସରକାରୀ ଅଞ୍ଚଳର ଦାରୁଲ ଜମାଲ ଉପରେ ହୋଇଥିବା ଆକ୍ରମଣ ହୋଇଛି। ବୋର୍ଣ୍ଣୋ ରାଜ୍ୟ ରାଜ୍ୟପାଳ ବାବାଗାନା ଜୁଲୁମ ଶନିବାର ବିଳମ୍ବିତ […]

Read More Text.
Ragging 1068x601

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ ଧମକ ଦେଇଛନ୍ତି। ଗତ ୨୬ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ବାପା ମୁକେଶ କୁମାର କେଶରଓ୍ବାନୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ କେଶରଓ୍ବାନୀଙ୍କ ପୁଅ […]

Read More Text.
Bcci logo 2025 07 23 17 45 24

ସେପ୍ଟେମ୍ବର ୨୮ରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସନ୍ଦର୍ଭରେ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ବିସିିସିଆଇ ସମ୍ପାଦକ ଦେବଜିତ ସାଇକିଆ ପତ୍ର ଲେଖି ଜଣାଇଛନ୍ତି ଯେ ଉକ୍ତ ଏଜିଏମ୍‌ରେ ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ […]

Read More Text.
Putin 1

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ ।  କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ  ।  ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ  ।  ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ କ୍ଲିନିକାଲ୍ ପରୀକ୍ଷଣରେ ଏହି ଟୀକା ସଫଳତା ହାସଲ କରିଛି  । ଆଉ ଏହି ଟୀକା ବ୍ୟବହାର ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।  ଏହା mRNA ଟିକା। ଯାହା ଜେନେଟିକ […]

Read More Text.