କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମା’-ପୁଅଙ୍କୁ ଉଦ୍ଧାର କଲା ବନବିଭାଗ
ରାଜନଗର : କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ହୋଇଥିବା ମା ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ରାଜନଗର ବନ ବିଭାଗ । ୨ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ସୁରକ୍ଷିତ ଉଦ୍ଧାର କଲା ରାଜନଗର ବନ ବିଭାଗ । ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ ମଙ୍କୁଆ ନାଳ ନିକଟରୁ ମା, ପୁଅ ଉଦ୍ଧାର କରି ସେମାନଙ୍କୁ ବୋଟ ଯୋଗେ ସାଥିରେ ଧରି ଫେରିଛି ବନ ବିଭାଗ । ଗତ ବୁଧବାର ଦିନ ରାଜନଗର […]
Read More Text.