Image 2025 09 07t084414.621

ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼

ଝାରସୁଗୁଡ଼ା: ଝାରସୁଗୁଡାରେ ଫୁଟିଲା ଗୁଳି । ସହରର ରେଲୱେ କଲୋନୀରେ ରହୁଥିବା ରେଲୱେ କର୍ମଚାରୀ ଦଶରଥ ସୁନା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେକୁ ଗୁଳିମାଡ଼ ହୋଇଛି । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଘର କବାଟକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ତେବେ ଏହି ଗୁଳିମାଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦଶରଥ ଓ ପରିବାର ଲୋକେ । ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି […]

Read More Text.
Cm majhi 750x430

ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ, କହିଲେ, ‘ଆମେ ଯାହା ହାସଲ କରିଛୁ, ସେ କେବେ ଭାବି ନଥିଲେ’

ଭୁବନେଶ୍ବର: ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷ ସରକାର ଯାହା କେବେ ଭାବିନଥିବ, ମୋହନ ସରକାର ତାହା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ନବୀନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ରାଜ୍ୟର ଦକ୍ଷ କର୍ମଚାରୀ ଏବଂ ଶିଳ୍ପ ଅଭିବୃଦ୍ଧିକୁ ଅବହେଳା କରିବାର ଅଭିଯୋଗ ଆଣିଛନ୍ତି। ପ୍ରବାସକୁ […]

Read More Text.
Adr report 750x430

ଫୌଜଦାରୀ ମାମଲାରେ ମନ୍ତ୍ରୀଙ୍କ ନାଁ: ତାଲିକାର ଶୀର୍ଷରେ ଓଡ଼ିଶା, ଆନ୍ଧ୍ର

ଭୁବନେଶ୍ବର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ର ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏପରି ରାଜ୍ୟ ଭାବରେ ଉଭା ହୋଇଛି ଯେଉଁଠାରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ବିଶ୍ଳେଷଣରୁ ଜଣାପଡିଛି ଯେ ଦେଶର ଓଡ଼ିଶା ସମେତ ୧୧ଟି ରାଜ୍ୟ ବିଧାନସଭାରେ ୬୦%ରୁ ଅଧିକ ମନ୍ତ୍ରୀ ଅପରାଧିକ ମାମଲାରେ ଫସିଛନ୍ତି । ଆନ୍ଧ୍ର ଏବଂ ଓଡିଶା ରାଜ୍ୟର ଆଶ୍ଚର୍ଯ୍ୟଜନକ ଭାବରେ ପ୍ରାୟ ୮୮% […]

Read More Text.
Special otet 2025 exam postponed after question paper leak

ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ସେପ୍ଟେମ୍ବର ୧୭ରୁ ମିଳିବ ଆଡ଼ମିଟ କାର୍ଡ

କଟକ: ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି । ତେଣୁ ଦେଶର ଏହି ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ପୋଲିସ ସହାୟତାରେ ଯିବ ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର […]

Read More Text.
Murder case

ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ମାଆକୁ ହତ୍ୟା କଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବନ୍ଧପାଲି ଗାଁରେ ମାଆକୁ ହତ୍ୟା କଲା ପୁଅ । ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅ ବଳିନ୍ଦ୍ର ଧୁରୁଆଫେରାର । ଗତକାଲି ରାତିରେ ଘଟିଛି ଘଟଣା । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଆକୁ ଆକ୍ରମଣ କରିଥିଲା ବଳିନ୍ଦ୍ର ଧୁରୁଆ । ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ […]

Read More Text.
Police 1

ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୋଳ : ଉଲଗ୍ନ ଅବସ୍ଥାରେ ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତ ଦେହ ।  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ମୃତକଙ୍କ ଭାଇ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ଅନୁଗୋଳ ସଦର ଥାନା ,ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଛି ଏହି ଅଘଟଣ । ନ୍ୟାୟ ଦାବିରେ ଟାୟାର ଜାଳି ଅନୁଗୋଳ ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ […]

Read More Text.
Cyber lootera 1

ସାଇବର ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ, ୮.୫ କୋଟି ଟଙ୍କାର ଆକାଉଣ୍ଟ ଜବତ

ଭୁବନେଶ୍ୱର : ଲୁଟ ଟଙ୍କା ଭାଗ ବଣ୍ଟା ବିବାଦରୁ ପୋଲିସ ଜାଲରେ ପଡିଲେ ବଡ ଧରଣର ସାଇବର ଲୁଟେରା ଗ୍ୟାଙ୍ଗ  । କମିଶନରେଟ ପୋଲିସ ହାତରେ କ୍ଲାସିକ ସାଇବର ଠକ ଗ୍ୟାଙ୍ଗ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ ।  ଏଥି ମଧ୍ୟରୁ ୪ ଜଣ ଓଡ଼ିଶା ରୁ ଓ ଜଣେ ବିହାରର ଗିରଫ ହୋଇଥିବା […]

Read More Text.
Rajnagar 1

ରାଜନଗରରେ ମାତିଛନ୍ତି ଲୁଟେରା, ଗ୍ୟାଙ୍ଗକୁ କେବେ ଧରିବ ପୋଲିସ ?

ରାଜନଗର: ରାଜନଗରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ପୁଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବୁଲାଉଛନ୍ତି କଳାକନା । ଜୁଲାଇ ମାସ ୪ ତାରିଖ ରାତି ପ୍ରାୟ ୨ ଟା । ବ୍ରାହ୍ମଣସାହି ଇସ୍କନ ମନ୍ଦିର ଭିତରେ ଦୁର୍ବୁତ୍ତ ମାନେ ପଶି ଭକ୍ତମାନଙ୍କୁ ବାହାରୁ ତାଲା ପକାଇ ଦାନ ବାକ୍ସ ସହ ଠାକୁରଙ୍କ ମୂଲ୍ୟବାନ ଗହଣା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଲେ ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜୁଲାଇ ମାସ ୧୪ ତାରିଖ ରାତି […]

Read More Text.
Ctc

୩୮ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତକୁ କାବୁ କଲା ପୁଲିସ

କଟକ :  ୩୮ ଲକ୍ଷ୍ ୫୦ ହଜାର ଟଙ୍କାର ହେରୋଇନ୍ ଜବତ୍ ।  ଜାତୀୟ ରାଜପଥ ୧୬, ମଙ୍ଗୁଳି ଛକ ନିକଟରେ ଧରିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ୱାଡ ।  ୩୮୫ ଗ୍ରାମ ହେରୋଇନ୍ ଜବତ୍ ।  ନିଶା ଦ୍ରବ୍ୟ ସହ ଅଭିଯୁକ୍ତ ଜଗନ୍ନାଥ ଜେନା ଗିରଫ ।  ଅଭିଯୁକ୍ତର ଘର ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର ଅଞ୍ଚଳରେ ।

Read More Text.
Naveen patnaik 2024 10 97d04a6298500281db93ddae530f4d1a 3x2 1

ଦିଲ୍ଲୀ ଗସ୍ତ କରିବେ ଦୁଇ ମୁଖିଆ

ଭୁବନେଶ୍ଵର : ଦିଲ୍ଲୀ ଗସ୍ତରେ ଦୁଇ ମୁଖିଆ। ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଆଜି ସକାଳେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ଦୁଇ ଦଳ ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର […]

Read More Text.