କଂଗ୍ରେସରେ ଯୋଗ ଦେବେ କି ଶ୍ରୀମୟୀ ?
ଭୁବନେଶ୍ବର: ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍ କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍ଶୀଘ୍ର କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରୁ ନ ଥିବାବେଳେ କଂଗ୍ରେସ ଦ୍ବାର ସମସ୍ତଙ୍କ ପାଇଁ ଖୋଲାଥିବା ଦଳର ନେତାମାନେ କହିଛନ୍ତି। କିଛିଦିନ ହେଲା ଦଳୀୟ ନେତୃତ୍ବ ବିରୋଧରେ ଶ୍ରୀମୟୀଙ୍କ ଟାର୍ଗେଟ୍ ବିଜେଡି ରାଜନୀତିକୁ ହଲଚଲ କରିଛି। କାହା ନାଁ ଉଲ୍ଲେଖ ନ କରି କେତେବେଳେ ସେ ମହାଭାରତର […]
Read More Text.