ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି । SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି […]
Read More Text.