ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ
ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ ଜୁନାଗଡ ବ୍ଲକ ମକରସୋଲା ଗାଁର ଦୈମତି ଭୋଈଙ୍କୁ ୪ ଦିନ ହେବ ଜ୍ବର ହେଉଥିଲା। ଜ୍ବର ବଢିବାରୁ ସନ୍ଧ୍ୟା ସମୟରେ ତାଙ୍କୁ ପରିବାର ଲୋକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେତେବେଳେ କୌଣସି ଡ଼ାକ୍ତର ନଥିବା ବେଳେ ନର୍ସ ମାନେ ସାଲାଇନ୍ ଦେଇଥିଲେ। […]
Read More Text.