Images

ଘର ଆଗରେ ଯୁବକଙ୍କୁ ହାଣି ହତ୍ୟା !

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଦାଲପଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Read More Text.
Bajamamu

ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ (ମନମଧୁପୁର) ଗ୍ରାମର ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା | ଶାରୀରିକ ଅସୁସ୍ଥତା ହେତୁ ସେ ଚିକିତ୍ସାଧୀନ ଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ତାଙ୍କର ସ୍ବର୍ଗବାସ ହୋଇଥିଲା | ସ୍ବର୍ଗତ ତ୍ରିପାଠୀ ନିଜର ତବଲା ବାଦନ ପାଇଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବେଶ ପ୍ରସିଦ୍ଧି […]

Read More Text.
Img 20250919 wa0171

ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ତାଲା!

୩ ଘଣ୍ଟା ପରେ ପାନୀୟ ଜଳ ଦୁଇ ଗାଁକୁ ମିଳିବା ପରେ ତାଲା ଖୋଲା ଗଲା ମାସା ସଙ୍ଘଠନ ଏବଂ ଦୁଇ ଗ୍ରାମବାସୀ ମିଶିକି ତାଲା ବନ୍ଦ କରିଥିଲେ ମାସା ସଂଘଠନ ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳିଲା ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଜାତଳା ପଞ୍ଚାୟତ ଅଧୀନସ୍ଥ ଯୋଡ଼ାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ବସୁଧା ପାଣିରୁ ବଞ୍ଚିତ   ଥିଲେ l l […]

Read More Text.
Img 20250919 wa0182

ସାପ କାମୁଡା ଓ ବଜ୍ରପାତ ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

ବାରିପଦା: ଅଦ୍ୟ ଟା 18.9. କେନ୍ଦ୍ରୀୟ  ବିଦ୍ୟାଳୟ ମୂର୍ଗାବାଡି ସଭା କକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ  ସହାୟତାରେ ଓ  ଜିଲ୍ଲା ଶିକ୍ଷା ବିଭାଗ ମୟୁରଭଞ୍ଜ ଦ୍ୱାରା  “ସାପ କାମୁଡା ଜନିତ ମୃତ୍ୟୁ ନିରାକରଣ ଓ  ବିଜୁଳୀ ଘଡ଼ଘଡ଼ି ସଚେତନତା କାର୍ଯ୍ୟକ୍ରମ” ତଥା ପ୍ରାଥମିକ ଚିକିତ୍ସା ସହାୟତା ଓ ଜୀବନ ବଞ୍ଚାଇବା କୌଶଳ ତାଲିମ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି […]

Read More Text.
Img 20250919 wa0175

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ

ବାରିପଦା: ସାଧାରଣ ଲୋକଙ୍କ ମଧ୍ୟରେ  ସିଙ୍ଗଲ ୟୁଜ ପ୍ଲାଷ୍ଟିକ ର ଅପକାରିତା ବିଷୟରେ ସଚ଼େତନ କରିବାକୁ  ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ  ଏକ ସଚ଼େତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ବାରିପଦା ବଡ଼ଦାଣ୍ଡ ରେ ଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ଉଠା ଦୋକାନୀ ମାନଙ୍କୁ ସଚ଼େତନ କରାଯାଇଥିଲା। ଉଠା ଦୋକାନୀ ମାନେ ଅତି ଆଗ୍ରହର ସହିତ ଏହାକୁ ହୃଦୟଙ୍ଗମ କରିବା ସହିତ ପରିବେଶ କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗ୍ରହ ପ୍ରକାଶ […]

Read More Text.
Img 20250919 wa0164

ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଯୋଗଦାନ

ବାରିପଦା:  ଆଜି  ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକ।ଏଥି ପୂର୍ବରୁ ଶ୍ରୀ ନାୟକ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଭାବେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ଆଜି ଜିଲ୍ଲାପାଳଙ୍କ ଠାରେ କାର୍ଯ୍ୟରେ ଯୋଗ ଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ […]

Read More Text.
Img 20250919 wa0149

ରାଜ୍ୟ ନିର୍ବାଚନ କମିଶନରଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର, ଶ୍ରୀ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର  ବଳ,ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ […]

Read More Text.
Student indian

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା

କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସେପ୍ଟେମ୍ବର ୩ତାରିଖରେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ କହିଛି ଯେ ମହମ୍ମଦ ନିଜାମୁଦ୍ଦିନ ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ ତାଙ୍କୁ ପିଛା […]

Read More Text.
Abvp

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପିର ବିପୁଳ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) କେବଳ ଉପାଧ୍ୟକ୍ଷ ପଦବୀ ହାସଲ କରିଛି। ଏହି ନିର୍ବାଚନରେ, ପୂର୍ବ ନିର୍ବାଚନ ତୁଳନାରେ ଏନଏସୟୁଆଇ ଗୋଟିଏ ଆସନ ହରାଇଛି। ସଂଗଠନ ମଧ୍ୟ […]

Read More Text.
Nepal

ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ ଭାରତ

କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା‌ପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ କାର୍କୀଙ୍କୁ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ହୋଇଥିବାରୁ ଶୁ‌ଭେଚ୍ଛା ଜଣାଇଛନ୍ତି। ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ୨୦୨୬ […]

Read More Text.