ପ୍ରେମିକ ସହ ମିଶି ସ୍ଵାମୀଙ୍କୁ ହତ୍ୟା କଲା ସ୍ତ୍ରୀ
ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗାଁର ଜଗନ୍ନାଥ ମହାନ୍ତଙ୍କ ପୁଅ ବିରଞ୍ଚି ନାରାୟଣ (୪୦) ବୋଲି ଜଣାପଡିଛି । ଘଟଣାଟି ଗତ ୨୯ ତାରିଖରେ ଘଟିଥିଲା। କିନ୍ତୁ ଘଟଣାକୁ ଦୀର୍ଘ ୮ଦିନ ବିତିବା ପରେ ଆଜି ପୁଲିସ୍ ପର୍ଦ୍ଦାଫାସ କରିଛି। ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ହତ୍ୟାକାଣ୍ଡ […]
Read More Text.