ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା
ମାଲକାନଗିରି : ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର ଅର୍ଜୁନ କିଷାନଙ୍କ ୧୦ ବର୍ଷର ଝିଅ । କୌଣସି କାରଣ ପାଇଁ ନାବାଳିକା ଜଣକ ବାପାଙ୍କୁ ମୋବାଇଲ ମାଗିଥିଲେ । ହେଲେ ବାପା ମୋବାଇଲ ନଦେବାରୁ ଜୀବନ ହାରିବାକୁ ସ୍ଥିର କରିଥିଲେ । ବାପା […]
Read More Text.