Internet

୪୮ ଘଣ୍ଟା ପରେ କଟକରେ ଇଣ୍ଟରନେଟ୍ ସେବା ଆରମ୍ଭ ହେଲା

କଟକ: କଟକ ମହାନଗର ନିଗମ (CMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବୟାଲିସ୍ ମୌଜା ଅଞ୍ଚଳରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପରେ ପୁନଃ ଆରମ୍ଭ ହୋଇଛି ।  ସହରରେ ହିଂସା ଏବଂ ପୋଡ଼ାଜଳା ପରେ ଜିଲ୍ଲା ପ୍ରଶାସନ ପ୍ରଥମେ ଅକ୍ଟୋବର ୫ ସନ୍ଧ୍ୟା ୭ଟାରୁ ଅକ୍ଟୋବର ୬ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ CMC, CDA ଏବଂ କଟକ ବୟାଲିସ୍ ମୌଜା ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ କରିଦେଇଥିଲା । ଏହା […]

Read More Text.
03bd3db8 d875 41fc a5a5 f084e2474cbe 2025 10 07 18 32 20

ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ

ଚଣ୍ଡିଗଡ଼: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। କେଉଁ ପରିସ୍ଥିତିରେ ପୁରନଙ୍କ ମୃତ୍ୟୁ ହୋଇଛି ପୁଲିସ ତାହାର ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ବି ଏଯାଏ ସାମ୍ନାକୁ ଆସିନି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ତେବେ ଘଟଣା ସମୟରେ ପୁରନଙ୍କ ପତ୍ନୀ […]

Read More Text.
Capture 5

ଚୋରି ବାଇକ ଚଲାଉଥିଲେ କନଷ୍ଟେବଳ, ନିଲମ୍ବନ କଲେ ଏସପି

ହାପୁଡ: ହାପୁଡ ଜିଲାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଚୋରି ବାଇକ୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଡିଆଇଜି ରେଞ୍ଜ ମିରଠଙ୍କ ଆଦେଶରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ଶନିବାର ପୁଲିସ ଷ୍ଟେସନ ପରିସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଲାଇନରେ ନିୟୋଜିତ ହେଡ୍ କନଷ୍ଟେବଳ ସୁମିତ କୁମାର ଶନିବାର ଫ୍ରିଙ୍ଗଞ୍ଜ ରୋଡ ସ୍ଥିତ ଥାନା ପରିସରକୁ ଚୋରି ବାଇକରେ ସବାର ହୋଇ ପହଞ୍ଚିଥିଲେ। ଚୋରି ବାଇକ୍ […]

Read More Text.
Capture 4

ଆମେରିକାରେ ଅଫିମ ବିକ୍ରି କରି ଧରାପଡ଼ିଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ: ଆମେରିକାର ଅରଙ୍କସାସରୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ କପିଲ ବୋଲି ଜଣାପଡିଛି। କପିଲଙ୍କ ବିରୋଧରେ ଅଫିମ ବିକ୍ରି କରୁଥିବା ଅଭିଯୋଗ ଲାଗିଛି। ତାଙ୍କ ଭିସା ରଦ୍ଦ କରାଯାଇଛି। ଘଟଣାଟି ମଇ ମାସର। ପୁଲିସ ଟ୍ରାଫିକ୍ ଚେକିଂ ସମୟରେ କପିଲଙ୍କ ଗାଡିରୁ ଏକ ଛୋଟ ବୋତଲ ଜବତ କରିଥିଲା। ଅଫିମ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଅରଙ୍କସାସ ରାଜ୍ୟ ଅପରାଧ ପ୍ରଯୋଗଶାଳା ପରେ ସୂଚନା ଦେଇଛି କି […]

Read More Text.
Air india 1068x712

ଉଡ଼ାଣ ବେଳେ ପକ୍ଷୀ ମାଡ଼, ଏୟାର ଇଣ୍ଡିଆର ବିମାନ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଅଘଟଣ । ମଙ୍ଗଳବାର ବାର୍ଡ ହିଟ ଯୋଗୁଁ ବିମାନକୁ ବାତିଲ କରାଯାଇଥିବା  ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇ ସେଥିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଏହି ଘଟଣା ପରେ ବିମାନକୁ ଗ୍ରାଉଣ୍ଡ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ତେବେ ଏହାର ସୁରକ୍ଷା ଦୃଷ୍ଟିରୁ ବିମାନ […]

Read More Text.
Shilpa

୬୦ କୋଟି ଠକେଇ ମାମଲା: ଶିଳ୍ପା ସେଠୀଙ୍କୁ EOWର ଜେରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ୫ ଘଣ୍ଟା ଧରି ପଚରାଉଚରା କରିଛି । ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦ କୋଟି ଟଙ୍କାର ଠକେଇ ମାମଲା ପୋଲିସ ରାଡାରରେ ରହିଛି । ଏ ନେଇ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ ଜଣଙ୍କର ବୟାନ ରେକର୍ଡ ହୋଇଛି । ଠକେଇ କରିଥିବା ସଂସ୍ଥାର ନିର୍ଦ୍ଦେଶକ ଥିଲେ ଉଭୟ ଶିଳ୍ପା ଓ କୁନ୍ଦ୍ରା । […]

Read More Text.
Arvind kejriwala

ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ମିଳିଲା ସରକାରୀ ବାସଭବନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି ନିଷ୍ପତ୍ତି ଆସିଛି । ଯେଉଁଠାରେ ସେ ଜଣେ ରାଜନୈତିକ ଦଳର ଜାତୀୟ ସଭାପତି ଭାବରେ ବାସଭବନ ପାଇଁ ଅନୁରୋଧ କରିଥିଲେ । ସୂଚନାନୁଯାୟୀ, ଗୋଟିଏ ବର୍ଷର ଅପେକ୍ଷା ପରେ ଶେଷରେ ଗତକାଲି କେନ୍ଦ୍ର ସରକାର […]

Read More Text.
Physic nobel

ପଦାର୍ଥ ବିଜ୍ଞାନରେ ଆମେରିକାର ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ : ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି । ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ ଏନର୍ଜୀ କ୍ଵାଣ୍ଟାଇଜେସନର ଆବିସ୍କାର କ୍ଷେତ୍ରରେ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ରୟାଲ ସ୍ଵେଡିଶ ଏକାଡେମୀ ଏଫ ସାଇନସେସ ତରଫରୁ ଦିଆଯାଉଥିବା ଏହି ପୁରସ୍କାର ବାବଦରେ ୩ ବୈଜ୍ଞାନିକଙ୍କୁ ୧୧ ମିଲିଅନ ସ୍ଵେଡିଶ […]

Read More Text.
Jaffar express

ପାକିସ୍ତାନରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

ପାକିସ୍ତାନ : ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍ ବିଦ୍ରୋହୀ ଗୋଷ୍ଠୀ  ବଲୁଚ୍ ରିପବ୍ଲିକାନ୍ ଗାର୍ଡସକୁ ଦୋଷୀ ବୋଲି ଦାବି କରିଛି । ଟ୍ରେନଟି ପେଶାୱର ଅଭିମୁଖେ ଯାଉଥିବା ସମୟରେ ଏହାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି । […]

Read More Text.
Accident 1

ଇଟାଲୀରେ ସଡ଼କ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ୍ୟୁ

ଇଟାଲୀ: ଇଟାଲୀର ମାଟେରାରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ରୋମରେ ଥିବା ଭାରତୀୟ ଦୂତାବାସ ସୋମବାର ଏହି ଘଟଣା ବିଷୟରେ ସୂଚନା ଦେଇଛି । ସୂଚନା ଦେଇ ଇଟାଲୀୟ ସମାଚାର ଏଜେନ୍ସି ANSA ରିପୋର୍ଟ କରିଛି ଯେ ଆଗ୍ରି ଭ୍ୟାଲିର ମାଟେରାର ସ୍କାନଜାନୋ ଜୋନିକୋ ମ୍ୟୁନିସିପାଲିଟି ଅଞ୍ଚଳରେ କାରଟି ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ମନୋଜ କୁମାର, ସୁରଜିତ ସିଂହ, […]

Read More Text.