ପରୀକ୍ଷାରେ ChatGPTର ବ୍ୟବହାର: ଧରାପଡି ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍ୟା କରିଦେଲେ ଛାତ୍ରଜଣକ । ୟାହାକୁ ନେଇ କ୍ୟାମ୍ପସରେ ଏବେ ମୁଣ୍ଡ ଟେକିଛି ପ୍ରତିବାଦ । ଶକ୍ତି ବିଜ୍ଞାନ ବିଭାଗ […]
Read More Text.