Film v

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ ଆହ୍ବାନ

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ । ୩୫ତମ […]

Read More Text.
Youtube v

ଜଳପ୍ରପାତରୁ ମିଳିଲା ୟୁଟ୍ୟୁବରଙ୍କ ମୁଣ୍ଡ ବିହୀନ ମୃତଦେହ

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୁଣ୍ଡ ବିହୀନ ମୃତଦେହ ।  ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା । ଆଉ ସେହି ପାଣିର ପ୍ରଖର ସ୍ରୋତରେ ଯୁବକ ଜଣକ ଭାସି ଯାଇଥିଲେ । କୁହାଯାଉଛି ଯେହେତୁ ସେ ଦୀର୍ଘ ୧୦ ଦିନ ଧରି ପାଣି ଭିତରେ ଥିଲେ ତେଣୁ ତାଙ୍କ […]

Read More Text.
Img 20250831 wa0239

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

ବାରିପଦା: ଦୁର୍ନିତି ଗ୍ରସ୍ତ ସରକାରୀ କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋହନ ସରକାର ।ମହା ଦୁର୍ନିତି ରେ ସଂପୃକ୍ତି ନେଇ ଅର୍ଥନୈତିକ ଅପରାଧା ଶାଖା ତରଫରୁ ମୟୂରଭଂଜ ଜିଲ୍ଲାର ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯାମଦା ତହସିଲଦାର ମଧୁସ୍ମିତା ସିଂ ଏହାପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ବିଜ୍ଞାପିତ ପରିଷଦରେ ନିର୍ବାହୀ ଭାବରେ ମଧୁସ୍ମିତା ସିଂ ଦାୟିତ୍ଵରେ ଥିବା ସମୟରେ ଅର୍ଥନୈତିକ ହେରଫେର କରି କୋଟି କୋଟି ଟଙ୍କାର ହେରଫେର କରିଥିବା ଅର୍ଥନୈତିକ […]

Read More Text.
Img 20250902 wa0204

ଓସ୍ୱାସ ବ୍ୟବସ୍ଥାର ସୁଚାରୁ କାର୍ଯ୍ୟକାରିତା ପାଇଁ ତାଲିମ କାର୍ଯ୍ୟକ୍ରମ

ବାରିପଦା : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ଓସ୍ୱାସ ବ୍ୟବସ୍ଥାର ସୁଗମ କାର୍ଯ୍ୟକାରିତା ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପାଇଁ ଆଭାସୀ ଜରିଆରେ ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ୨ଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ସ୍ତରୀୟ ଅଧିକାରୀ ମାନେ ସମ୍ପୃକ୍ତ ବ୍ଲକ ଓସ୍ୱାନ ହଲରେ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ […]

Read More Text.
Photo1 for the news of school

ଖବର ପ୍ରକାଶ ପରେ ବିଭାଗୀୟ ତଦନ୍ତ

ଆଗରପଡ଼ା :ଗତ ଡ଼ିସେମ୍ବର ମାସ ୯ତାରିଖ “୨ କୋଠରିରେ ୫ ଶ୍ରେଣୀର ପାଠପଢା;ଅଫିସ ଗୃହରେ ଚାଲିଛି ଶିକ୍ଷାଦାନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଅକ୍ଷୟ ପାତ୍ର ନାମକ ଜନୈକ ସାମାଜିକ କର୍ମୀ ଉକ୍ତ ପ୍ରକାଶିତ ଖବରକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରଙ୍କ ‘ଏକ୍ସ’ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉକ୍ତ ସମସ୍ୟା ଉପରେ ଆଲୋକପାତ କରିବା ପାଇଁ ନିର୍ଦ୍ଦେଶ ଆସିବା ପରେ ବ୍ଲକ ଶିକ୍ଷାଧିକାରିଣୀ,ବନ୍ତଙ୍କ ନିର୍ଦ୍ଦେଶାନୁସାରେ […]

Read More Text.
Photo for the news of silanyasa

୨ଗୋଟି ଗ୍ରାମ୍ୟ ସଡ଼କର ଶିଳାନ୍ୟାସ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଡିଆ ଓ ନିଳୋକ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଗୋଟି ରାସ୍ତାର ଶିଳାନ୍ୟାସ ହୋଇଯାଇଛି । ନିଳୋକ ପଚାଂୟତରେ ୪ କୋଟି ୨୩ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ୪.୯ କିମି ଦୈର୍ଘ୍ୟ ବିଶିଷ୍ଟ ସାହାଡାପଲ୍ଲୀ ପୂର୍ଭ ବିଭାଗ ରାସ୍ତାରୁ ଓଳମ ରେବ ନଦୀ ଭାୟା ତାଳବାଙ୍କ ମୁଣ୍ଡାସାହି ଏବଂ ଆଡିଆ ପଂଚାୟତରେ ରେ ୩ କୋଟି ୩୬ ଲକ୍ଷ ୫୧ […]

Read More Text.
Photo for the news of pressmeet

ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଆଗରପଡ଼ା :ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟିକୁ ବିଜ୍ଞାପିତ ପରିଷଦ ଅଂଚଳ ଘୋଷଣା ନ କରାଯିବା ପ୍ରତିବାଦରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଆଗରପଡ଼ା ସ୍ଥିତ ହେମପଦ୍ମ ଗ୍ୟାଲେକ୍ସି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା ଯୋଗଦେଇ କହିଲେ, ଡ. ମହତାବ ଥିଲେ ପ୍ରଖ୍ୟାତ ରାଜନୀତିଜ୍ଞ ଓ ନୂତନ ଓଡ଼ିଶା ଗଠନର ମୁଖ୍ୟ […]

Read More Text.
Manoj

ଆମରଣ ଅନଶନ ପ୍ରତ୍ୟାହାର କଲେ ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ

ମୁମ୍ବାଇ : ଆମରଣ ଅନଶନ ପ୍ରତ୍ୟାହାର କରିଛନ୍ତି ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ । ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ପରେ ସେ ତାଙ୍କର ବିଜୟ ଘୋଷଣା କରିବା ସହ ଅନଶନ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ସରକାର ତାଙ୍କ ଦାବି ମାନିଛନ୍ତି ଓ ଆଜି ବିଜ୍ଞପ୍ତି ପ୍ରକାଶ ପାଇପାରେ । ସେ ମରାଠା ସଂରକ୍ଷଣ ଦାବିରେ ଗତ କିଛି ଦିନ ଧରି ଅନଶନରେ ଥିଲେ। ଆଜି ମହାରାଷ୍ଟ୍ର ସରକାରଙ୍କ ତିନି […]

Read More Text.
Pm modi 1

ମା’ଙ୍କୁ ଗାଳି ରାଜନୀତିକୁ କଡ଼ା ଭର୍ତ୍ସନା କଲେ ମୋଦି

ବିହାର: ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେବା ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି ପହଞ୍ଚିବ । ତାହା କେବେ ଭାବିନଥିଲି । ମୋଦି କହିଛନ୍ତି, ମା’ ଆମ ଦୁନିଆ । ମା’ ଆମର ସଂସ୍କାର । କିଛିଦିନ ପୂର୍ବରୁ ବିହାରରେ ଯାହା ହେଲା, ତା’ର କଳ୍ପନା […]

Read More Text.
Punjab

ପଞ୍ଜାବ ବନ୍ୟାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ: ବୁଡ଼ିଗଲା ୧୩୦୦ ଗାଁ

ପଞ୍ଜାବ: ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛନ୍ତି । ରାଜ୍ୟରେ ସତଲେଜ୍, ବ୍ୟାସ୍ ଏବଂ ରବି ନଦୀର ପ୍ରବାହିତ ହେବା ସହିତ ଋତୁକାଳୀନ ଡ୍ରେନରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ […]

Read More Text.