ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା କର୍ମଶାଳା ଉଦ୍ଘାଟିତ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍ ବିଜ୍ଞାନ ବିଭାଗ ଦ୍ୱାରା ସାଇବର ସୁରକ୍ଷା ଉପରେ ଏକ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍ ଉଷା ଦ୍ୱାରା ପ୍ରାୟୋଜିତ “ସାଇବର୍ କ୍ରାଇମ୍ ଓ ଡିଜିଟାଲ୍ ଆରେଷ୍ଟ: ଅନଲାଇନ୍ ସୁରକ୍ଷା ପାଇଁ ଆଇନ ଏବଂ ପ୍ରଯୁକ୍ତିର ମାର୍ଗ” ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । […]
Read More Text.