କାଚ ଭାଙ୍ଗି କାରରୁ ୨୦ ଲକ୍ଷ ଟଙ୍କା ଲୁଟ୍
ବରଗଡ : ବରଗଡ ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଘଟିଛି। କାର୍ କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହୋଟେଲରେ ଖାଇବା ସମୟରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କିଛି ଯୁବକ ଗାନ୍ଧୀ ଛକରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ବରଗଡ ଏସ୍ବିଆଇରୁ ୧୫ ଲକ୍ଷ ଏବଂ ଏଟିଏମ୍ରୁ ୫ ଲକ୍ଷ ଉଠାଇଥିଲେ। ବ୍ୟକ୍ତିମାନେ କାର୍ର ଆଗ ସିଟ୍ ତଳେ ଟଙ୍କା ରଖି ଖାଇବାକୁ ଯାଇଥିଲେ। ଏତିକିବେଳେ କିଛି […]
Read More Text.