Trump 4

ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ ଟ୍ରମ୍ପ, ଖୁବଶୀଘ୍ର ମୋଦିଙ୍କ ସହ କରିବେ ଆଲୋଚନା!

ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ । ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ । ଆମେରିକା-ଭାରତ ବାଣିଜ୍ୟିକ ବୁଝାମଣା ଜାରି ରହିବ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ପାଇଁ ଟ୍ରମ୍ପ ପ୍ରଶାସନ କାର୍ଯ୍ୟ କରିବ । ଏଥିସହ ଆଗାମୀ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

Read More Text.
Nepal 1

ସେନା ନିୟନ୍ତ୍ରଣରେ ନେପାଳ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ନେପାଳ : ଦୁଇଦିନ ହେଲାଣି ନେପାଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସେନା ନିୟନ୍ତ୍ରଣରେ ନେପାଳ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ହିଂସାକାଣ୍ଡ ଜାରି ରହିଛି । ନେପାଳ ସ୍ଥଳସେନା ମୁଖ୍ୟ ଆଶୋକ ରାଜ ସିଙ୍ଗଦେଲ ଭିଡିଓ ବାର୍ତ୍ତାରେ ବିକ୍ଷୋଭକାରୀଙ୍କୁ ପ୍ରଦର୍ଶନ ବନ୍ଦ କରି ଆଲୋଚନାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଜାତୀୟ ଐତିହ୍ୟ, ବ୍ୟକ୍ତିଗତ ସମ୍ପତ୍ତି ରକ୍ଷା କରିବା, ଏବଂ ସାଧାରଣ ଜନତା ଓ […]

Read More Text.
Nepal yogi

ନେପାଳରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କଲେ ଯୋଗୀ

ଉତ୍ତରପ୍ରଦେଶ : ଗତ ଦୁଇଦିନ ହେଲାଣି ନେପାଳ ସ୍ଥିତି ବିଗିଡିବାରେ ଲାଗିଛି । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାରେ ପଡିବାକୁ ଲାଗିଛି । ତେଣୁ ନେପାଳ ସୀମାରେ ଥିବା ବହରାଇଚ, ଶ୍ରାବସ୍ତି, ଲକ୍ଷ୍ମୀପୁର ଏବଂ ମହାରାଜଗଂଜରେ ହାଇଆଲର୍ଟ ଜାରି ହୋଇଛି । ବେପାର, ପଢିବା ଏବଂ […]

Read More Text.
France

ନେପାଳ ପରେ ଫ୍ରାନ୍ସରେ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ପ୍ରଦର୍ଶନକାରୀ

ଫ୍ରାନ୍ସ : ନେପାଳ ପରେ ଏବେ ଫ୍ରାନ୍ସରେ ଉତ୍ତେଜନା ଦେଖାଦେଇଛି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଏବେ ଫ୍ରାନ୍ସରେ ନେପାଳ ଭଳି ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ । ରାସ୍ତାଘାଟ ସବୁଠି ପ୍ରତିବାଦ ଆରମ୍ଭ ହୋଇଛି । ହିଂସା ରୋକିବାକୁ ପ୍ୟାରିସର ଗଳିକନ୍ଦିରେ ପାଖାପାଖି ୮୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ସୂଚନା ରହିଛି । […]

Read More Text.
Kathamandu airport

ଖୋଲିଲା କାଠମାଣ୍ଡୁ ଏୟାରପୋର୍ଟ ସୂଚନା ଦେଲେ ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ

କାଠମାଣ୍ଡୁ: ନେପାଳରେ ଉତ୍ତେଜନା ଯୋଗୁଁ ସମଗ୍ର ଦେଶ ଛାରଖାର ହୋଇଯାଇଛି । ଏନେଇ ବନ୍ଦ ପଡିଥିବା କାଠମାଣ୍ଡୁ ବିମାନବନ୍ଦର ପୁଣିଥରେ ଖୋଲିଛି । କାଠମାଣ୍ଡୁ ବିମାନବନ୍ଦର ପୁନର୍ବାର ଖୋଲିଛି ବୋଲି ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହିଂସା ରୋକିବା ପାଇଁ ନେପାଳ ସେନା ଦେଶବ୍ୟାପୀ କଟକଣା ଲାଗୁ କରିବା ପରେ ଆଜି କର୍ତ୍ତୃପକ୍ଷ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ବିମାନବନ୍ଦରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଯାତ୍ରୀମାନଙ୍କୁ ଉଡ଼ାଣ […]

Read More Text.
Nepal protest 1

ବିଗୁଡୁଛି ନେପାଳ ସ୍ଥିତି, ୬ ହଜାର କଏଦୀ ଜେଲରୁ ଫେରାର

କାଠମାଣ୍ଡୁ : ନେପାଳ ସରକାର ବିରୋଧରେ ଜେନ୍-ଜି ବିକ୍ଷୋଭ ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ ଥମିନାହିଁ ଏବଂ ପ୍ରଦର୍ଶନକାରୀମାନେ ସେମାନଙ୍କର ଦାବି ଉପରେ ଅଟଳ ଅଛନ୍ତି । ପ୍ରଦର୍ଶନକାରୀ ଜେଲରେ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ଏହି ହିଂସାରେ ୧୮ […]

Read More Text.
Attack

କତାର ଉପରେ ଇସ୍ରାଏଲର ଆକ୍ରମଣ, ୬ ମୃତ

କତାରରେ ଇସ୍ରାଏଲର ପ୍ରଥମ ଆକ୍ରମଣ । ଦୋହାର କତାର ଜିଲ୍ଲାରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ହମାସର ରାଜନୈତିକ ବ୍ୟୁରୋର ଆବାସିକ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୋହା ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ପେଟ୍ରୋଲ ଷ୍ଟେସନ ନିକଟରେ ଥିବା ସୁରକ୍ଷିତ ଆବାସିକ କମ୍ପାଉଣ୍ଡରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା । କତାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ଅଟକାଇ ପାରିନଥିଲା । ଇସ୍ରାଏଲ ପ୍ରତିରକ୍ଷା […]

Read More Text.
Unnamed 1068x600

ଗୋପାଳପୁର ବେଳାଭୂମିରେ ଜବରଦଖଲ ଊଛେଦ

ଗୋପାଳପୁର :ଗୋପାଳପୁର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ରହି ଆସିଥିବା ବେଳେ ଏବେ କିଛି ବର୍ଷ ହେବ ବେଳାଭୂମି ସମେତ ବେଳାଭୂମି ର ପାଦଚଲା ରାସ୍ତା କୁ ଉଠା ଦୋକାନୀ ମାନେ ନିଜ କବଜା କୁ ନେବା ସହ ବ୍ୟବସାୟ ବାଣିଜ୍ୟ କରି ଆସୁଛନ୍ତି।ଅନେକ ସମୟରେ ସ୍ଥାନୀୟ ଏନ ଏ ସି ପକ୍ଷରୁ ଉଠା ଦୋକାନୀଙ୍କୁ ତାଗିଦ କରିବା ସହ ଉଚ୍ଛେଦ କରାଯାଇଥିଲେ ମଧ୍ୟ ପୁଣିଥରେ ଦୋକାନୀ ମାନେ ସେଠାରେ ନିଜର ପସରା […]

Read More Text.
Fr4iio2wcaaronn

ଦିଲ୍ଲୀରୁ ଫେରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇ ନ ଥିବା କହିଲେ ମନମୋହନ

ଭୁବନେଶ୍ଵର : ନୂଆଦିଲ୍ଲୀ ଗସ୍ତ ସାରି ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଏହା ବିଜେଡିର ଦଳୀୟ ନିଷ୍ପତ୍ତି , ବିଜେପି ନିଜ ରାସ୍ତାରେ ଅଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଏ ନେଇ ଆଲୋଚନା ହେଲେ ଖୁବ୍ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ମନମୋହନ ସାମଲ।

Read More Text.
Bmc 1 e1702995705265

ବିଏମସି ବୈଠକରେ ହଟ୍ଟଗୋଳ; ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ସୂଚନା ମିଳିଛି । କର୍ପୋରେଟର ବନ୍ଦିତା ପାଲଙ୍କ ଅଭିଯୋଗ ମୁତାବକ, ଗତ ତିନି ବର୍ଷ ହେଲା ବୈଠକ ବସୁଛି, ବିଭିନ୍ନ ଏଜେନ୍ସି ଓ କଳି […]

Read More Text.