ଵେଆଇନ ଗୋମାଂସ ନେଉଥିବା ଗୋମାଫିଆକୁ ମାଡ଼ି ବସିଲା ପୋଲିସ; ୭୦ କେଜି ଗୋମାଂସ ଜବତ ସହ ବାଇକ୍ ଜଵତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଜାତଳା ସାପ୍ତାହିକ ବୁଧବାର ହାଟ ଆଜି ବାଇକରେ ଗୋମାଂସ ନେଉଥିବାବେଳେ ମାଡ଼ି ବସିଲା ପୋଲିସ ।ସୂଚନାଯୋଗ୍ୟ ଆଜି ବଡ଼ାମକୁରାଢ଼ୀର ଶେଖ୍ ଆକବର ଅଲ୍ଲୀ (୪୪) ନାମକ ଜଣେ ବ୍ୟକ୍ତି ଏକ ବାଇକ୍ (ଓଡ଼ି ୧୧ଏଡି ୮୭୩୯) ଯୋଗେ ବିଜାତଳା ସାପ୍ତାହିକ ହାଟକୁ ଗୋମାଂସ ନେଉଥିବା ବେଳେ ଏ ସଂପର୍କରେ ସୁଚନା ପାଇ ପୋଲିସ ତାଙ୍କୁ ଅଟକାଇ ଗୋ ମାଂସ ଜବତ କରିଥିଲେ l ଏଥିରେ ସଂପୃକ୍ତ ଶେଖ୍ ଆକବର୍ […]
Read More Text.