5

ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରକୁ ପଥରମାଡ଼

ପାଟନା: ବିଧାନସଭା ନିର୍ବାଚନରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିହାର ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ କନଭେ ଉପକୁ ପଥମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ତଥା ଲଖିସରାଇ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବିଜୟ କୁମାର ସିହ୍ନା ଲଖିସରାଇରେ ପହଞ୍ଚି ଲୋ‌କଙ୍କ ସହ ମତଦାନ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଆରଜେଡି ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ଆରମ୍ଭ କରି ଦେଇଥିଲେ। ବିଜୟ […]

Read More Text.
Tata suv

ବିଶ୍ବ ବିଜେତା ମହିଳା ଟିମକୁ ଟାଟାର ଉପହାର: ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହା ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ୍ ଦିନିକିଆ ବିଶ୍ବକପ ନିଜ ନାମରେ କରିଛି । ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ ଦେଶର ପ୍ରମୁଖ ଗାଡ଼ି ନିର୍ମାତା ଟାଟା ମୋଟର୍ସ ଟିମକୁ ସ୍ପେଶାଲ ଉପହାର ଦେବାକୁ ଘୋଷଣା କରିଛି । ଟାଟା ମୋଟର୍ସ ପକ୍ଷରୁ […]

Read More Text.
Typhoon

ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗି ନେଲା ୨୪୧ ଜୀବନ, ଏମରଜେନ୍ସୀ ଘୋଷଣା କଲେ ରାଷ୍ଟ୍ରପତି

ଫିଲିପାଇନ୍ସ : ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗିର ତାଣ୍ଡବ । ଏହି ଭୀଷଣ ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପିନ୍ସର ରାଷ୍ଟ୍ରପତି ଦେଶରେ ଆପତ୍ତକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଟାଇଫୁନ ଯୋଗୁଁ ଅନେକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରୁନି । ରେଡକ୍ରସକୁ କଲ୍ ଆସୁଛି ଆଉ ଲୋକ ସହାୟତା ପାଇଁ ଗୁହାରି କରୁଛନ୍ତି […]

Read More Text.
Biplab 1068x601

ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦୁଝର ଡିଏସଏସଓ

କେନ୍ଦୁଝର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର […]

Read More Text.
Image 2025 11 06t155649.503

ବେଆଇନ କ୍ଲିନିକ୍ ଉପରେ ଚଢାଉ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଆଜି ଚଢାଉ ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଏହି ଚଢାଉ କରି ଉକ୍ତ ଦୋକାନ ଗୁଡିକରେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ଜାଣିବାକୁ ପାଇଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ । ସମ୍ପୂର୍ଣ୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି […]

Read More Text.
Image 47

ସୀମା ବିବାଦକୁ ନେଇ ଉତ୍ତେଜନା; ଓସ୍ତପୁର-କୋଟପଲ୍ଲା ଗାଁରେ ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଉତ୍ତେଜନା। ପୁଣି ଲାଗିଲା ୧୬୩ ଧାରା। ବାଘମାରୀ ଥାନାର ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ। ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି। ଗୁରୁବାର ଦିନ ସୀମା ବିବାଦକୁ ନେଇ ପୁଣି ହିଂସା ଘଟିବା ପରେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର-କୋଟାପାଳ ଗାଁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ବଜାୟ […]

Read More Text.
3

‘ଗ୍ରୀନ୍‌ ଇଣ୍ଡିଆ’ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଇଡି ରେଡ୍

ବ୍ରହ୍ମପୁର: ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି । ସେହିପରି ଜୟପ୍ରକାଶ ନଗର ଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । ଜମି କାରବାରରେ କୋଟି କୋଟି ଟଙ୍କାର ହେରଫେର ଅଭିଯୋଗରେ ଇଡି […]

Read More Text.
2

ନୂଆପଡା ପାଇଁ କଂଗ୍ରେସ ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି । ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର […]

Read More Text.
1

ନୂଆପଡ଼ାରେ ଜୟଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌‌ ସୋ’ କରିଛନ୍ତି। ରୋଡ୍‌ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ନର୍ବାଚନ ପ୍ରଚାର ପାଇଁ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ […]

Read More Text.
Download (1)

ରାସ୍ତା କଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍‌)ର ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି। ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା କଡ଼ରେ ଏକ କପା ବାଡ଼ ମଧ୍ୟରେ ପଡିଥିଲା। ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।  କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ପୁଲିସ […]

Read More Text.