Puri c

ମାଛ ଧରିବା ବେଳେ ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ଜାଲରେ

ପୁରୀ : ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି ।  ୩୦ କିିଲୋଗ୍ରାମରୁ ଅଧିକ ଓଜନର ୨ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ ଅଛି ଏହି ମୂର୍ତ୍ତି । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି । ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।  ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି ।  କିଏ କେଉଁଠୁ ଆଣି ଚୋରିକରି ଫିଙ୍ଗିଥିବା ଭାବି ପୋଲିସକୁ […]

Read More Text.
Img 20250924 wa0165

ନଳକୂପ ଚାରିପଟେ ଖାଲ, ଖମାଲ, ଘଞ୍ଚବୁଦା: ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାଵୀ

ବାରିପଦା:  ଚଳିତ ବର୍ଷ ଇନ୍ଦ୍ର ରାଜା ଓଡ଼ିଶାର ଧରିତ୍ରୀ ଉପରେ ଖୁସି ।ରଜ ସଂକ୍ରାନ୍ତି ପରଠାରୁ ଆଜକୁ ୩ ମାସ ହେଲା ଲଗାଣ ବର୍ଷା ଲାଗି ରହିଛି ।ଚାରିଆଡେ ଖାଲ,ଖମାଲ,ନଦୀ,ନାଳ,ଗଡିଆ,ପୋଖରୀ ଚାରିଆଡ଼େ ଜଳାର୍ଣବ । ବର୍ଷା ଯୋଗୁଁ ଧରିତ୍ରୀ ସବୁଜିମା ହୋଇଛି ।ଚାରିଆଡେ ଘଞ୍ଚ,ଜଙ୍ଗଲ,ବୁଦା ହୋଇ ଯାଇଛି ।ବର୍ଷା ଯୋଗୁଁ ପାଣି ଠିଆ ହୋଇରହିଛି ।ଯାହାଫଳରେ ମଶାଙ୍କ ପ୍ରଜନନ ଦ୍ଵିଗୁଣିତ ହୋଇଛି , ମେଲେରିଆ,ଥଣ୍ଡା,ଭାଇରାଲ,ଡେଙ୍ଗୁ,ଝାଡାବାନ୍ତି ରୋଗରେ ଲୋକେ ପିଡିତ ହେଉଛନ୍ତି, କେଉଁଠି ଅବା ଦୁଇ ତିନିଜଣ ମଲେଣି । […]

Read More Text.
Img 20250924 wa0168

ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସମେତ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ସେବା ଯୋଜନାର ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ବିରାଟ ଶୋଭାଯାତ୍ରାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିରାଟ ଶୋଭାଯାତ୍ରାରେ ସ୍ବେଚ୍ଛାସେବୀମାନେ ସେବା […]

Read More Text.
Img 20250924 wa0162

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ ଅଧିକାରୀ ଙ୍କ ଟାଟାନଗର ବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

ବାରିପଦା : ଦକ୍ଷିଣ ପୁର୍ବ ରେଲଓ୍ବେ କ୍ଷେତ୍ର ମୁଖ୍ୟ ସୁରକ୍ଷା ଅଧିକାରୀ କୋଲକାତା  ଶ୍ରୀ ସନ୍ଦୀପ କୁମାର  ସିଂହ ଓ ଅତିରିକ୍ତ ଚକ୍ରଧରପୁର ରେଳ-ମଣ୍ଡଳ ଅଧିକାରୀ ଦ୍ୱାରା ଟାଟା ବାଦାମପାହାଡ଼ ରେଳ ରୂଟ ଷ୍ଟେସନ ଗୁଡ଼ିକର ରେଳ ସୁରକ୍ଷା ୟାନ୍ତ୍ରିକ ସାରଞ୍ଜାମର ସୁବ୍ୟବସ୍ଥା ଦିଗରେ ବିଭିନ୍ନ ଷ୍ଟେସନ ଗୁଡିକ ନିରୀକ୍ଷଣ ଯାଞ୍ଚ କରିଥିଲେ। ଏହି ସମୟରେ ବହଳଦା ରୋଡ଼ ଷ୍ଟେସନରେ ଶ୍ରୀ ସନ୍ଦୀପ କୁମାର ସିଂହ, ମୁଖ୍ୟ ସୁରକ୍ଷା ଅଧିକାରୀ ତଥା ଶ୍ରୀ ଅମିତ କୁମାର,ଏ ଡି ଆର […]

Read More Text.
Img 20250924 wa0160

ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

ବାରିପଦା: ଗତ କିଛି ଦିନ ଲଗାଣ ବର୍ଷା ଲାଗି ରହିଛି ।ବିଲ,ବାଡି,ଖାଲ,ମଞ୍ଜୁରୀ,ନଦୀ ,ନାଳ ପାଣି ଭରପୁର ।ମାଛ ମଧ୍ୟ ବିଲରୁ ବାହାରି ଯାଉଛନ୍ତି ।ମାଛ ଧରିବା ପାଇଁ ଗାଁ ଗଣ୍ଡାରେ ଲୋକେ ମେଲେରିଆ ମଶା କୁ ଜାଲ କରି ଗାଁ ଲୋକେ ବିଲରେ ବସାଇ ମାଛ ଧରୁଛନ୍ତି ।ଖଇଁଚି,ଖୋଲ,ଅନ୍ଧୁଲି ଦାମ ବହୁତ ଏଵଂ‌ ତାହା ଵର୍ଷେ ଦୁଇ ବର୍ଷରେ ନଷ୍ଟ ହୋଇଯାଉଛି ।କିନ୍ତୁ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ତରଫରୁ ମେଲେରିଆ ନିରାକରଣ ପାଇଁ ଯେଉଁ ଔଷଧୀୟ ମଶାରି ଦିଆଯାଉଛି […]

Read More Text.
Bangkok

ରାସ୍ତାରେ ଚଳାଚଳ କରୁଥିଲା ଯାନବାହନ, ୫୦ ମିଟର ଗଭୀରକୁ ହଠାତ ଦବିଗଲା ମାଟି

ବ୍ୟାଂକକ୍ : ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଂକକର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ମାଟିରେ ଦବିଯାଇଛି । ଫଳରେ ୫୦ ମିଟର ଗଭୀରର ସିଙ୍କ୍ ହୋଲ୍ ସୃଷ୍ଟି ହୋଇଥିଲା । ବଡ଼ ସିଙ୍କ ହୋଲ୍ ହେବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ।  ତେଣୁ ବ୍ୟାଂକକର ଭାଜିରା ହସ୍ପିଟାଲ ଚାରିପାଖ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ପଡିଲା । ଏଥି ସହିତ ରାସ୍ତା ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡିକ ମଧ୍ୟ ଭାଙ୍ଗିପଡିଥିଲା । ସୂଚନାନୁଯାୟୀ, ଏପରି ଘଟଣା ବୁଧବାର […]

Read More Text.
Zelesky

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଋଷ ସହିତ ସଂଘର୍ଷ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଭାରତ ଆମ ପକ୍ଷରେ ଅଛି । […]

Read More Text.
Typhone 1

ଫିଲିପାଇନ୍ସ ପରେ ତାଇୱାନରେ ଟାଇଫୁନ୍ ରାଗାସାର ତାଣ୍ଡବ, ୧୪ ମୃତ ଓ ୧୨୪ ନିଖୋଜ

ତାଇୱାନ : ତାଇୱାନରେ ଟାଇଫୁନ ରାଗାସା ପ୍ରଳୟଙ୍କାରୀ ତାଣ୍ଡବ ରଚିଛି । ଏହି କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଯୋଗୁଁ ଏକ ହ୍ରଦର କୂଳ ଭାଙ୍ଗି ଗୁଆଙ୍ଗଫୁ ଟାଉନସିପରେ ପାଣି ପଶିଯାଇଥିଲା । ଫଳରେ ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥି ସହ ୧୨୪ ଜଣ ନିଖୋଜ ରହିଛନ୍ତି । ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । […]

Read More Text.
Medical college

ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ସିଟ୍

ଦିଲ୍ଲୀ: ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଡାକ୍ତରୀ ଶିକ୍ଷାକୁ ବିସ୍ତାର କରିବା ପାଇଁ, କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ୫,୦୦୦ ନୂତନ ପିଜି ସିଟ୍ ଏବଂ ୫,୦୨୩ MBBS ସିଟ୍ ସୃଷ୍ଟି କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୫,୦୩୪ କୋଟି ଟଙ୍କା ବ୍ୟୟରେ […]

Read More Text.
Ladakh

ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜେନ-ଜିଙ୍କ ବିକ୍ଷୋଭ

ଲଦାଖ : ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି ବିକ୍ଷୋଭକାରୀ । ବିଜେପି ଅଫିସରରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତିକୁ ଦେଖି ସ୍ଥାନୀୟ ପୋଲିସ ପ୍ରଦର୍ଶନ ସ୍ଥାନରେ ଅତିରକ୍ତି ପୋଲିସ ବଳକୁ ନିୟୋଜିତ କରିଛି […]

Read More Text.