୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର
ବାରିପଦା: ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ–୨୦୨୫ ପାଳନ ଅବସରରେ ତା. ୧୭ ନଭେମ୍ବର ୨୦୨୫ ରେ ମୟୂରଭଞ୍ଜ ଉପନିବନ୍ଧକ ସମବାୟ ସମିତି ସମୂହ କାର୍ୟ୍ୟାଳୟ ପରିସରରେ, ଉପନିବନ୍ଧକ ଶ୍ରୀ ଅଶୋକ କୁମାର ପାଣିଙ୍କ ପରାମର୍ଶ ଓ ପୌରହିତ୍ୟରେ ଏକ ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ମାନ୍ୟବର ବିଧାୟକ ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା ଙ୍କ ଶୁଭହସ୍ତେ ଉଦ୍ଘାଟନ କରାଯାଇଥିଲା.ସେ ମୟୁରଭଞ୍ଜ ଜିଲ୍ଲା ସମବାୟ ବିଭାଗର ଏହି ଲୋକହିତମୂଳକ ପଦକ୍ଷେପକୁ ପ୍ରସଂଶା କରିଥିଲେ.ଉକ୍ତ […]
Read More Text.