ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କମିଲା ଏକ୍ସସାଇଜ୍ ଡ୍ୟୁଟି
ନୂଆଦିଲ୍ଲୀ: ତେଲ ଟିକସ କମାଇଲେ କେନ୍ଦ୍ର ସରକାର । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ‘ଏକ୍ସାଇଜ୍ ଡ୍ୟୁଟି’ (କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ) କମାଇ ଦେଇଛନ୍ତି । ପେଟ୍ରୋଲରେ କେନ୍ଦ୍ରୀୟ ଶୁଳ୍କ ଲିଟର ପିଛା ୧୩ ଟଙ୍କାରୁ […]
Read More Text.