IMG 20261003 WA0237

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ନବାଗତଙ୍କୁ ସ୍ୱାଗତ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗ ପକ୍ଷରୁ ୨୦୨୬-୨୮ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ ବିଭାଗର ଶିକ୍ଷା, ଗବେଷଣା ଓ ବୃତ୍ତିଗତ ପରିବେଶ ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ‘ଫ୍ରେଶଗ୍ଲୋ ଟୁକେଟୁସିକ୍‌ସ୍‌’ ଶୀର୍ଷକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବା ସହ ଛାତ୍ରଜୀବନରେ ଶିକ୍ଷାଗତ […]

Read More Text.
IMG 20261003 WA0235

ଆରସିସି ଅନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଆର ସି ସି ଅନୁଷ୍ଠାନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କବି ବିଷ୍ଣୁ ଶତପଥି ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ତାଙ୍କ ପଥ ଅନୁସରଣ କରି ନିଜକୁ ସୁନାଗରିକ ଭାବେ ଗଢ଼ିତୋଳିବା ଲାଗି ପରାମର୍ଶ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡ଼. ଅସୀମ କୁମାର […]

Read More Text.
IMG 20261003 WA0238

ସମ୍ପର୍କ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବାରିପଦା : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସର ରେ ସମ୍ପର୍କ ପରିବାର ର ସଭାପତି ସଂଜୀବ ରାଉତ ଏବଂ ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ତତ୍ୱାବଧାନରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ବହୁ ବରିଷ୍ଠ ବୁଦ୍ଧିଜୀବୀ ସ୍ଥାନୀୟ ଜନତା ଉପସ୍ଥିତ […]

Read More Text.
Boiler blast

ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ: ୫ ମୃତ, ୧୦ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ  ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଉଦ୍ଧାର ଏବଂ ଜରୁରୀକାଳୀନ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ଆହତଙ୍କ ଚିକିତ୍ସା […]

Read More Text.
Hormuz strike

ହର୍ମୁଜରେ ପୁଣି ମିସାଇଲ ଆଟାକ୍, ୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର ଦିନ କହିଛି ଯେ ସେମାନେ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ କରିଥିଲେ ଯାହା ଫଳରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟରେ ନିରନ୍ତର ସମର୍ଥନ ଏବଂ […]

Read More Text.
Cjp e1791046238909 300x177

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତା ୧୦ରୁ ସିଜେପିର ଜନ୍ତର ମନ୍ତର ୨.୦

ନୂଆଦିଲ୍ଲୀ: ଅକ୍ଟୋବର ୧୦ରୁ ଜନ୍ତର ମନ୍ତର ୨.୦ । ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ । ଚେତାବନୀ ଦେଲା ସିଜେପି । ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ଅଭିଜିତ୍ ଦୀପକେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଯଦି ସେ ନିଜ ପଦରୁ ତୁରନ୍ତ ଇସ୍ତଫା ନଦିଅନ୍ତି, […]

Read More Text.
Chinab bridge 750x430

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍‌ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପାହାଡ଼ିଆ ରାସ୍ତାରେ ଏବେ ଆହୁରି ବେଗରେ ଦୌଡ଼ିବ ବନ୍ଦେ ଭାରତ। ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍‌ ଚେନାବ ରେଲୱେ ବ୍ରିଜ୍‌ ଉପରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏହା ସହ ଭାରତର ପ୍ରଥମ କେବଲ୍-ଷ୍ଟେ ରେଲୱେ ବ୍ରିଜ୍‌ ଅଞ୍ଜି ଖଡ୍ଡ ବ୍ରିଜ୍‌ ମଧ୍ୟ ସମାନ ବେଗରେ ଅତିକ୍ରମ କରିଛି ଟ୍ରେନ୍‌। ଜମ୍ମୁ-କଶ୍ମୀରର ରିଆସି ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। କଟରା-ବନିହାଲ ୧୧୧ କିଲୋମିଟର ଲମ୍ବା ବ୍ରଡ୍‌ଗେଜ୍‌ […]

Read More Text.
River

ଗାଧୋଇବା ବେଳେ ସୁବର୍ଣ୍ଣରେଖାରେ ୨ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ  ।  ନଦୀରେ ଗାଧୋଇବା ବେଳେ ୨ ନାବାଳକ ନିଖୋଜ  ।  ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି  ।  ଜଳେଶ୍ବର ଥାନା ଶେଖବାଡ଼ ନିକଟରେ ଘଟିଛି ଅଭାବନୀୟ ଘଟଣା ।  ଝାଡ଼େଶ୍ୱର ପୁର ଅଂଚଳର ୫ ନାବାଳକ ସାଙ୍ଗ ହୋଇ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ନଦୀର ଅକାତ କାତ ପାଣିରେ ବୁଡି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ବୁଡି ଯାଇଥିଲା […]

Read More Text.
ENCOUNTER FINAL 750x430

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ । ଚନ୍ଦକା ଅଞ୍ଚଳରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ତିନି ରାଉଣ୍ଡ ଫାୟାର କରିଥିଲା ପୋଲିସ । ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି । ଅଭିଯୁକ୍ତକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ଅଭିଯୁକ୍ତ […]

Read More Text.
Death

ପରିତ୍ୟକ୍ତ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ ପରିସ୍ଥିତିରେ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଥାନାକୁ ଘେରାଉ କରିଥିଲେ ସ୍ଥାନୀୟ ବାସିନ୍ଦା। ମୃତ ଯୁବକ ହେଲେ ରଙ୍ଗାଢିପା ଅଞ୍ଚଳର ଅଭିଜିତ ନାଏକ । ପରିବାରର […]

Read More Text.