ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ
ଲଣ୍ଡନ : ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ । ଲଣ୍ଡନର ଏକ ହସପିଟାଲରେ ତାଙ୍କ ମ୍ତ୍ୟୁ ହୋଇଥିବା ଜଣାପଡିଛି । ମ୍ତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିବା ଜଣାପଡିଛି । ଦୀର୍ଘ ଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୋପୀଚାନ୍ଦ ପି. ହିନ୍ଦୁଜା ବାଣିଜ୍ୟକ ଜଗତରେ ଜିପି ନାମରେ ବେଶ ଜଣାଶୁଣା ଥିଲେ । ବର୍ତ୍ତମାନ ଗୋପୀଚାନ୍ଦ ପି ହିନ୍ଦୁଜା, ହିନ୍ଦୁଜା ସମୂହ ଏବଂ ହିନ୍ଦୁଜା ଅଟୋମେଟିଭ ଲିମିଟେଡ, ୟୁକେର […]
Read More Text.