Raid 2025 11 04 11 56 20

ଉତ୍କଳ ବିଲ୍‌ଡର୍ସରେ ଆଇଟି ରେଡ୍, ଶହେ କୋଟିର ଠକେଇ ଅଭିଯୋଗ

ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ କରିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା କରୁଛି ଟିମ୍। କେତେ […]

Read More Text.
Mao factory

ମାଓବାଦୀଙ୍କ ଅସ୍ତ୍ର କାରଖାନା ଧ୍ୱଂସ, ବିପୁଳ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳରେ ଏକ ମାଓବାଦୀଙ୍କ ଅସ୍ତ୍ର କାରଖାନାକୁ ଧ୍ୱଂସ କରିଛି ସୁରକ୍ଷାକର୍ମୀ ।  ମାଓବାଦୀଙ୍କ ଅସ୍ତ୍ର କାରଖାନାରୁ ୧୭ଟି ରାଇଫଲ୍, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପକରଣ ଜବତ କରାଯାଇଛି।  ସୁରକ୍ଷକର୍ମୀଙ୍କୁ କ୍ଷତି ପହଞ୍ଚାଇବା ମାଓବାଦୀ କରୁଥିଲେ ବଡ଼ ଯୋଜନା ।  DRG ଜବାନ ମାଓ ଦମନ ଅପରେସନ କରି ଏହାକୁ ପଣ୍ଡ କରିଛି। ଗତ କିଛିଦିନ […]

Read More Text.
Elephant v

ବିଲରୁ ଧାନ ଖାଇ ଦେବାରୁ ହାତୀକୁ ଗୁଳି ମାରି ହତ୍ୟା

ଭଞ୍ଜନଗର: ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀକୁ ଗୁଳି ମାରି ହତ୍ୟା କରାଯାଇଛି। ଗୁଳି ମାରିଥିବା ବ୍ୟକ୍ତିକୁ ଜଙ୍ଗଲ କର୍ମଚାରୀମାନେ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୩ଟି ଦେଶୀ ବନ୍ଧୁକ, ୨୫ ଜୀବନ୍ତ ଗୁଳି, ୨୫ ସିସା, ୨ ବୋତଲ ବାରୁଦ, ୨ ବୋତଲ ବିଷାକ୍ତ ଦ୍ରବ୍ୟ, ଗୋଟିଏ ମୁଣ୍ଡ ଲାଇଟ୍, ମୋବାଇଲ ଫୋନ ଓ ଗୋଟିଏ ବକ୍ସ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା […]

Read More Text.
Bmc

ବଢିବ ବିଏମସିର ପରିସର, ମିଶିବ ଭୁବନେଶ୍ୱର ସଂଲଗ୍ନ ପଞ୍ଚାୟତର କିଛି ଗାଁ

ଭୁବନେଶ୍ୱର : ବଢିବ ଭୁବନେଶ୍ୱର ମହାନଗର ନିଗମର ପରିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା  ।  ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି । ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଆଁ ବିଏମସି ରେ ସାମିଲ ହୋଇପାରନ୍ତି । ଏନେଇ ବିଚାରବିମର୍ଶ ଚାଲିଛି । ଏଥିପାଇଁ ଅନେକ ଗାଁ ନିଜ ନିଜର ସମସ୍ତ ତଥ୍ୟ ଭୁବନେଶ୍ୱର ମହାନଗର ନିଗମକୁ ପ୍ରଦାନ […]

Read More Text.
Arrest

ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର ୧୧ ଘର ଆଗରେ ବୋମାମାଡ଼ କରିଥିଲେ । ପରେ ଅକ୍ଟୋବର ୪ ତାରିଖରେ ଗୁଳିକାଣ୍ଡ କରିଥିଲେ । ଏଥିରେ ନିଜ ଡ୍ରାଇଭରକୁ ନିୟୋଜିତ କରିଥିଲେ […]

Read More Text.
Bdo c

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ ଭେଟିବାକୁ ରାୟଗଡା ଯାଇଥିଲେ। ଆଜି ସକାଳେ ସେ ରାୟଗଡାରୁ ଫେରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲିବା ବେଳକୁ ଦୁଇଟି ଭେଣ୍ଟିଲେଟର ଭାଙ୍ଗି ଚୋରମାନେ ପଶି ଚୋରି କରିଥିବା ଦେଖିବାକୁ ପାଇଥିଲେ । ତାଙ୍କ ଘରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ […]

Read More Text.
Gggq

ରାସ୍ତା ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ  ଓ ଝିଅ ଗୁରୁତର

ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର  ରାସ୍ତା ଭାଲୁବସା – ନାଉଯୋଡା ମଝିରେ ଵିଶୋଇ ବ୍ଲକ ର  ବରିଷ୍ଠ ସାମ୍ବାଦିକ ଅନଓ୍ଵାର ହୁସେନ(୫୮) ବାଇକରେ ତାଙ୍କ ପତ୍ନୀ  ପ୍ରିୟା ବିବି(୪୫)ଓ ଝିଅ ସାଫିନା ପରବିନ୍ ସହିତ ହାଟଵାଦଡାରୁ ବିଶୋଇ ଫେରୁଥିବାବେଳେ ହଠାତ୍ ଏକ ବାଛୁରୀ ଦୃତ ଗତିରେ ରାସ୍ତା ପାରୋଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ‌ ଛିଟିକି ପଡ଼ିଥିଲେ । ଫଳରେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ […]

Read More Text.
Img 20251103 wa0228

ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୁର୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି ନେଇ ‘ ମାସା’ ଛାତ୍ର ସଂଗଠନ ତରଫରୁ ବିକ୍ଷୋଭ 

ବାରିପଦା: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହାବିଦ୍ୟାଳୟ ୧୯୬୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ମାତ୍ର ଦିର୍ଘ ୬୨ ବର୍ଷ ପରେ ବି ଏହାକୁ ସରକାରୀ ସ୍ଵୟଂଶାସିତ ମହାଵିଦ୍ଯାଳୟ ଘୋଷଣା କଲା ନାହିଁ ।ଏହା ପଛରେ କରଞ୍ଜିଆ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କରଞ୍ଜିଆ କଲେଜକୁ ଅଟୋନୋମସ କଲେଜ ମାନ୍ୟତା ଦିଆଯାଇଛି । ସରକାରଙ୍କ ଅଣଦେଖା ରେ ଏହି ମହାବିଦ୍ୟାଳୟ ପଡ଼ି ରହିଛି । ଏହି ମହାବିଦ୍ୟାଳୟରେ ୪୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି । ମୟୂରଭଂଜ ଜିଲ୍ଲାର ଶିକ୍ଷାରେ […]

Read More Text.
Img 20251103 wa0225

ହୋ ଭାଷା କୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୣତୀ ପାଇଁ ଦାବୀପତ୍ର ପ୍ରଦାନ 

ବାରିପଦା: ନୁଆଦିଲ୍ଲୀ ପୁରୁଣା କଂଗ୍ରେସ ମୁଖ୍ୟାଳୟ ଠାରେ ସର୍ବଭାରତୀୟ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆ-,ଅଲ ଇଣ୍ଡିଆ ଆଦିବାସୀ କଂଗ୍ରେସ କମିଟି ସହିତ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ଜଣିଆ ପ୍ରତିନିଧିମଣ୍ଡଳି  କଂଗ୍ରେସ ମୁଖ୍ୟାଳୟ ୨୪-ଆକବର ରୋଡ଼ ନୂଆ ଦିଲ୍ଲୀରେ ସାକ୍ଷାତ କରି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଶାମିଲ କରାଇବା ପାଇଁ ଏକ ଦାବି ପତ୍ର-ପ୍ରଦାନ କରିଥିଲେ ଏବଂ ଆଗାମୀ  ଲୋକସଭା ଅଧିବେଶନ ସତ୍ରରେ ଆଦିବାସୀ ହୋ ଭାଷାକୁ ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ନେତା  ରାହୁଲ […]

Read More Text.
Img 20251103 wa0235

ଓମ ନାଟ୍ୟସଂସ୍ଥାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା : ପ୍ରଖ୍ୟାତ ନିର୍ଦ୍ଦେଶକ ଓ ଅଭିନେତା ଧୀର ବଶାଙ୍କ ଆବାହକତ୍ୱରେ ଓମ ନାଟ୍ୟ ସଂସ୍ଥା ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଓମ ନାଟ୍ୟସଂସ୍ଥାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୬ ଦିନିଆ ନାଟକ ମହୋତ୍ସବ ଚଳିତ ମାସ ୧୩ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶହୀଦ ସ୍ମୃତି ଭବନ ରେ ଆୟୋଜିତ ହେବ ବୋଲି ସଭାପତି ଧୀର ବଶା ପ୍ରକାଶ କରିଛନ୍ତି I ଦୁଇଟି ହିନ୍ଦୀ ନାଟକ , ଗୋଟିଏ ବେଙ୍ଗଲୀ […]

Read More Text.