ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ
ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, କ୍ରାପ୍ୟାକ୍ ଟୋଲ୍ ଏକ୍ସିଷ୍ଟ ଛକରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ […]
Read More Text.