ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ହତ୍ୟା
ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅକୁର ରହମାନ ଓ ସୋନୱାର ହୁସେନ । ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧିନ କୋଠାଘରରେ ଏହି ବଙ୍ଗାଳୀ ଶ୍ରମିକ ମାନେ କାମ କରୁଥିବାବେଳେ, ଏହି ଅଘଟଣ ଘଟିଛି । ଖବର ମୁତାବକ, […]
Read More Text.