ଏନକାଉଣ୍ଟର, ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ
କନ୍ଧମାଳ: କନ୍ଧମାଳ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନରେ ଥରିଲା ମାଓଗଡ଼ । ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ ସଂଗଠନ ମୁଖ୍ୟ ଗଣେଶ । ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ । ଗଣେଶ ନାଁରେ ଥିଲା ୧.୧ କୋଟି ଟଙ୍କାର ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ […]
Read More Text.