୪ଦଫା ଦାବିରେ ଟାଟା ପାୱର ଅଫିସ ଘେରାଉ କଲା କଂଗ୍ରେସ
ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଆନ୍ଦୋଳନରେ ସାମିଲ ହୋଇ ୪ଦଫା ଦାବିରେ ଟାଟା ପାୱର ଅଫିସକୁ ଘେରାଉ କରିଛନ୍ତି । ଚାଷୀଙ୍କୁ ସଂପୂର୍ଣ୍ଣ ମାଗଣା ବିଜୁଳୀ, ସାଧାରଣ ଜନତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳୀ, ସ୍ମାର୍ଟ ମିଟର ଉଚ୍ଛେଦ, ଅତିରିକ୍ତ ସିକ୍ୟୁରିଟି ଜମା ବନ୍ଦ କରିବାକୁ […]
Read More Text.