Img 20251228 wa0240

ଗୃହରକ୍ଷୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଦେଲେ ୬୪୯୮ ଆଶାୟୀ

ବାରିପଦା : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି ।ଆଜି  ରାଇରଙ୍ଗପୁର ପୋଲିସ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୭ ଟିବ୍ଳକ ଏବଂ ଗୋଟିଏ ପୌରପାଳିକା ତଦସହ ପାଞ୍ଚପୀଢ ଉପଖଣ୍ଡର ୫ ଟି ବ୍ଳକ ଏଵଂ‌କରଞ୍ଜିଆ ପୌରପାଳିକାର ସମସ୍ତ ଥାନା ପାଇଁ ଗୃହ ପରୀକ୍ଷା ପାଇଁ ଲିଖିତ ପରୀକ୍ଷା ଆଜି ରାଇରଙ୍ଗପୁର ଷ୍ଟାଡିୟମରେ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୦୬ ଜଣ ପ୍ରାର୍ଥି / ପାର୍ଥିନୀ ସାଧାରଣ ବର୍ଗ, ଏସି, ଏସଟି, […]

Read More Text.
Img 20251228 wa0165

ଦ୍ଵିତୀୟ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରର କାର୍ଯ୍ୟସୂଚୀ

ବାରିପଦା: ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାରେ ଆଗାମୀ ୨୦୨୬ ମସିହା ଜାନୁଆରୀ  ୦୨ତାରିଖରୁ ଫେବୃଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟରେ ୧୪ ଗୋଟି ସ୍ଥାନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହେବାକୁ ଯାଉଛି। ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ଶିବିର କାର୍ଯ୍ୟସୂଚୀ ଅନୁଯାୟୀ ଆଗାମୀ ୨୦୨୬ ମସିହା ଜାନୁଆରୀ ମାସର ୨ତାରିଖରେ ସାରସକଣା ଠାରେ ମା’ ସୁଭଦ୍ରା ବାଳିକା ଉଚ୍ଚ […]

Read More Text.
Img 20251228 wa0234

“ଆମେ – ୭୩” ବ୍ୟାଚର ବନ୍ଧୁ ମିଳନ 

ବାରିପଦା :ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ “ଆମେ – ୭୩” ବ୍ୟାଚର ମ୍ୟାଟ୍ରିକ ତଥା ଏମପିସିସନ ମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ୧୨୦ ରୁ ଉର୍ଦ୍ଧ ବନ୍ଧୁ ଓ ବାନ୍ଧବୀ ମାନେ ଯୋଗଦେଇଥିଲେ ବୋଲି ଆୟୋଜକ ତଥା ସମ୍ପାଦକ କ୍ଷୀରୋଦ ବିହାରୀ ସିଟ ଜଣାଇଛନ୍ତି I ସେମାନଙ୍କ ମଧ୍ୟରେ ପ୍ରମୁଖ ବନ୍ଧୁମାନେ ହେଲେ ଦେବବ୍ରତ ସ୍ୱାଇଁ, ଯଶୋବନ୍ତ ଷଡ଼ଙ୍ଗୀ, ଶୈଳେନ୍ଦ୍ର ନନ୍ଦ, […]

Read More Text.
Photo for the news of manoranjan mohanty

କବି ମନୋରଞ୍ଜନ ମହାନ୍ତିଙ୍କୁ ଶବ୍ଦ କୁବେର ସମ୍ମାନ(

ଆଗରପଡ଼ା: ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ଆମ ଅଗଣାରେ ସଜ ଫୁଲ ପରିବାର ସାହିତ୍ୟ ଅନୁଷ୍ଠାନର ପଂଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କୁମାର ଭୂତିଆଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ମିହିର କୁମାର ମେହେର,ମୂଖ୍ୟ ବକ୍ତା ମନୋଜ କୁମାର ମିଶ୍ର,ମୁଖ୍ୟ ଅତିଥି ସନ୍ତୋଷ କୁମାର କର,ସମ୍ମାନିତ ଅତିଥି ଭାବେ ବିପିନ କୁମାର ଲେଙ୍କା ଓ ଗୋଲକ କୁମାର ବେହେରା ଯୋଗ ଦେଇଥିବା ବେଳେ କୃଷ୍ଣ ଚନ୍ଦ୍ର ମହାପାତ୍ର ମଂଚ ପରିଚାଳନା […]

Read More Text.
Photo for the news of bandhu milan

୧୯୮୩ ବ୍ୟାଚ ବନ୍ଧୁ ମିଳନ

ଆଗରପଡ଼ା: ବନ୍ତ ବ୍ଲକ ଅଧିନସ୍ଥ ଅଳାଉତୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୩ବ୍ୟାଚର ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ଏକ ବନ୍ଧୁ ମିଳନ ଓ ଭାବ ବିନିମୟ ସମାବେଶ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ କେଦାରନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଉପସ୍ଥିତ ଶିକ୍ଷକ ସେମାନଙ୍କ ହୃଦୟସ୍ପର୍ଶୀ ମତାମତ ପ୍ରଦାନ କରିଥିଲେ । ଉକ୍ତ ସମାବେଶକୁ ଶ୍ରୀ ବିଶ୍ୱମ୍ବର ପଣ୍ଡା […]

Read More Text.
Photo for the news of cricket match

ଲିଗେଣ୍ଡାରୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଆଗରପଡ଼ା: ଆଗରପଡ଼ା ସ୍ଥିତ ଦମଦମା କଲେଜ ପଡ଼ିଆ ଠାରେ ଆଗରପଡ଼ା ସ୍ପୋର୍ଟସ କ୍ଲବ ପକ୍ଷରୁ ଚାଲିଥିବା ଦୁଇଦିନିଆ ୪ର୍ଥ ବାର୍ଷିକୀ ଲିଗେଣ୍ଡାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କ୍ରୀଡ଼ାବିତ୍ ବିଜ୍ଞାନଭୂଷଣ ମହାନ୍ତି ଓ ଶେଖ ଇସଲାମ ଯୋଗଦେଇ ବ୍ଲୁ ଟିମକୁ ୱିନର ଟ୍ରଫି ସହ ନଗଦ ଅର୍ଥରାଶି ଓ ରେଡ ଟିମକୁ ରନର୍ସ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ପ୍ରଦୀପ ଦାସ ଓ ସିଲନ ମହାନ୍ତି ଖେଳ […]

Read More Text.
Photo for the news of bant congress

ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଆଗରପଡ଼ା: କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବନ୍ତ ବ୍ଲକ କଂଗ୍ରେସ କମିଟି ତରଫରୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯିବା ସହ କଲେଜ ଛକରେ ଥିବା ଡଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବ୍ଲକ କଂଗ୍ରେସ କମିଟି ସଭାପତି ରାଜକିଶୋର ସ୍ୱାଇଁଙ୍କ ନେତୃତ୍ୱ ରେ ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି, ସୁରେନ୍ଦ୍ର ଜେନା, ପ୍ରଦୀପ୍ତ ନାୟକ, ସତ୍ୟବାନ ଦାସ,ଜଗବନ୍ଧୁ ବେହେରା, କଳ୍ପତରୁ ସାହୁ, ନିର୍ବାଚନ ମଣ୍ଡଳୀ […]

Read More Text.
Photo for the news of agarpara mahotsav

ଆଗରପଡା ଯୁବ ମହୋତ୍ସବ ତୃତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ଯାତ୍ରା ମହାବଳ ସଂଜୟ ଭୋଳ

ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ତୃତୀୟ ସଂଧ୍ୟା ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଇଂଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗ ଦେଇ ଏହି ସଂଗ୍ରାମୀ ମାଟିରେ ଯୁବ ମହୋତ୍ସବ ଅସ୍ମିତାର ରଙ୍ଗରେ ରଙ୍ଗେଇ ହୋଇ ଜନ ମନ ହରଣ କରୁଛି, ଯାହା ଉପସ୍ଥିତ ଦର୍ଶକଙ୍କ ସମାଗମରୁ ଜଣା […]

Read More Text.
Screenshot 2025 12 28 152020

ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ

ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତୀୟ ଅଧିକାରୀ ଗିରଫ କରିନେଇଛନ୍ତି । ବାଂଲାଦେଶ ସରକାର ଭାରତରୁ ଅଭିଯୁକ୍ତଙ୍କୁ ଗିରଫ ଏବଂ ପ୍ରତ୍ୟାର୍ପଣ ପାଇଁ କଥାବାର୍ତ୍ତା କରୁଛନ୍ତି । ଖବର ମୁତାବକ, ଡିଏମପି ମିଡିଆ ସେଣ୍ଟରରେ ଏକ ପ୍ରେସ ବ୍ରିଫିଂକୁ ସମ୍ବୋଧିକ […]

Read More Text.
Pm modi 1

‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ। ଆଜି ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଛନ୍ତି ମୋଦୀ। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି’। ୧୬ ବର୍ଷରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶ ପାଇଁ ପାର୍ବତୀ ଗିରି ହେଉଛନ୍ତି ପ୍ରେରଣାର ଉତ୍ସ। […]

Read More Text.