ଇସଲାମବାଦରେ ବିସ୍ଫୋରଣ, ୯ ମୃତ
ଇସଲାମବାଦ : ପାକିସ୍ତାନର ରାଜଧାନୀ ଇସଲାମବାଦର ଜିଲ୍ଲା କୋର୍ଟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । କୋର୍ଟ ପରିସରରେ ଥିବା ପାର୍କିଂ ଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । କୋର୍ଟ ପରିସରରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି । ଖବର ମୁତାବକ, ଇସଲାମବାଦ କୋର୍ଟ ପରିସରରେ ପାର୍କିଂ ସ୍ଥାନରେ ଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । […]
Read More Text.