Untitled 2025 11 26 10 14 02

ଗୋଟିଏ ରାତିରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ: ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ଧରାପଡ଼ିଲା, ୧୦ ଅଟକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ମହାନଦୀର କିଲିପାଳ ବାଲି ସୈରାତରେ ଦୀର୍ଘ ବର୍ଷ ଧରି ବ୍ୟାପକ ଚୋରା ବାଲି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏକାଧିକ ଟିମ୍ କରି ଜିଲ୍ଲାର ବିଭିନ୍ନ ବାଲିଘାଟରେ ଚଢ଼ଉ କରି ବଡ଼ ଧରଣର ରାକେଟ ଠାବ କରିଛନ୍ତି। ଗୋଟିଏ ରାତିରେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ […]

Read More Text.
Untitled 2025 11 26 12 48 49

ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ସ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ

କଟକ: ଲାଲବାଗ ଥାନା ପୁଲିସ ଓଡ଼ିଆ ରାପର୍ ଏବଂ ଇଞ୍ଜିନିୟର ଅଭିନବ ସିଂହ (୩୨)ଙ୍କ ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଛି। ଅଭିନବ ସିଂହ ଫେବୃଆରୀ ୯ (ରବିବାର) ଦିନ କାଦୁବେସାନାହଲ୍ଲିସ୍ଥିତ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ସେ ସହରର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ ଏବଂ ଜଣେ ଓଡିଆ ରାପର୍ ଭାବରେ ପରିଚିତି ପାଇଥିଲେ। ପୁଲିସର କହିବା ଅନୁଯାୟୀ, ଅଭିନବ ସିଂହଙ୍କ ମୃତ୍ୟୁର […]

Read More Text.
Dharmendra pradhan twitter 300x175

ଡବଲ ଇଞ୍ଜିନ ସରକାର ସବୁବେଳେ ‘ଅନ୍ନଦାତା’ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି

ଭୁବନେଶ୍ବର: ଅଧିକ ଉଷୁନା ଚାଉଳ କିଣିବ ଏଫ୍ ସିଆଇ। ଓଡ଼ିଶାରୁ ଅଧିକ ୮ ଲକ୍ଷ ଉଷୁନା ଧାନ କିଣିବ ଏଫ୍ ସିଆଇ, ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ‘x’ରେ ଲେଖିଛନ୍ତି, ଓଡ଼ିଶାରେ ଖରିଫ […]

Read More Text.
Ngp mondei 2mashal 2025 11 26 16 59 17

ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ମଣ୍ଡେଇ ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଚାଳିଚଳଣୀ ଓ ଆସ୍ଥାକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ କରିବାର ଏକ ଜନଅନ୍ଦୋଳନ ଭାବେ ଉଭା ହୋଇଛି। ଏପରି ମତବ୍ୟକ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜନ ହେଉଥିବା  ଲୋକ ମହୋତ୍ସବ ‘ମଣ୍ଡେଇ-୨୦୨୫’ ଜିଲ୍ଲା ମହୋତ୍ସବର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥି। ଉମରକୋଟ ବ୍ଲକର ପୋଡାଗଡ଼ ଠାରେ ଥିବା ପ୍ରତ୍ୟକ୍ଷ ଭୈରବ ଓ ମାଁ ଦନ୍ତେଶ୍ବରୀଙ୍କ ପୀଠ ନିକଟରେ […]

Read More Text.
Sulochana das mayor e1725110863703

ପାର୍କିଂ ବଢାଇବୁ, ପ୍ରାଇଭେଟ୍ ପ୍ଲଟ୍ ନେବୁ : ମେୟର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ଓ ଗାଡ଼ିମୋଟର ସଂଖ୍ୟା ଯୋଗୁଁ ଟ୍ରାଫିକ ସମସ୍ୟା ଜଟିଳ ରୂପ ଧାରଣ କରୁଛି। ବିଶେଷକରି ପାର୍କିଂ ସ୍ଥାନର ଅଭାବ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଏବେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଣ୍ଟା ଭିଡିଛି। ଏନେଇ ବିଏମସି ମେୟର ନିଜର ପ୍ରତିକ୍ରିୟା ରଖିବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଛନ୍ତି। ମେୟର ସ୍ପଷ୍ଟ କରିଛନ୍ତି […]

Read More Text.
00668889

ବିଧାନସଭାରେ ସମ୍ବିଧାନ ପ୍ରସ୍ତାବନା ପାଠ

ଭୁବନେଶ୍ବର : ସମ୍ବିଧାନ ଦିବସ ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ବିଧାୟକ ଗଣ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି । ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାନସଭା ସଚିବ […]

Read More Text.
7799

ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍- ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି। ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶରେ […]

Read More Text.
Humane1

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ୩ ସହଯୋଗୀଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଆଦି ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ହ୍ୟୁମାନ ରୋଜଗାର କରିଥିବା ଟଙ୍କା ହେରଫେର ହେଇଛି କହିଲେ ନିର୍ଦ୍ଦେଶକ। ମ୍ୟାନେଜର ଓ ପୂରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି। କଣ୍ଠଶିଳ୍ପୀ […]

Read More Text.
Winter

ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି. ଉଦୟଗିରି : ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର  ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡି ଓ କୋହଲା ପବନ ଯୋଗୁ ଲୋକମାନେ ଶୀତରେ ଥରି ଯାଉଛନ୍ତି। ଏଣେ ଜି ଉଦୟଗିରିରେ ଶୀତ ମହୋତ୍ସଵ କରିବା ପାଇଁ ସମାଜସେବୀ ହୃଷିକେଶ ପ୍ରଧା ଙ୍କ ସମେତ ଅନେକ […]

Read More Text.
Photo for the news of pmgsy road

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣକୁ ବର୍ଷେ ନ ପୁରୁଣୁ ମାଗିଲାଣି ମରାମତିି

ଆଗରପଡ଼ା  : ରାସ୍ତା ନିର୍ମାଣ ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ସଂପୃକ୍ତ ଠିକାଦାର ଦୃଷ୍ଟି ନଦେଇ ରାସ୍ତା ନିର୍ମାଣ କରୁଥିବାରୁ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚ ଉଠିବା ସହ ରାସ୍ତା ପୁଣି ମରାମତି ମାଗିଲାଣି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ,ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ୮କିଲୋମିଟର କଂକ୍ରିଟ […]

Read More Text.