Img 20251125 wa0224 (1)

ଆତ୍ମନିର୍ଭର ଭାରତ କର୍ମଶାଳା ଓ ଧ୍ୱଜାରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା :    ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ବନ୍ଦେ ମାତରଂ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ସହ ଆତ୍ମ ନିର୍ଭର ଭାରତ ଉପରେ ଏକ କର୍ମଶାଳା  ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାକ୍ତନ ଵିଜେପି ନଗର‌ ସଭାପତି ସେବା ନିବୃତ ଶିକ୍ଷକ ସୁରଥ ପଟନାୟକ ସଭାପତିତ୍ବ କରିବା ସହ ମଂଚର ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ସମ୍ମିଳିତ ଅତିଥି  ବିଧାୟକ ଜଲେନ ନାଏକ,ପ୍ରାକ୍ତନ ବିଜେପି ରାଜ୍ୟ ବିଜେପି ସଂପାଦକ […]

Read More Text.
Img 20251126 wa0209

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟା : ଦର୍ଶକଙ୍କ ମନମୋହିଲା ଝାଡ଼ଖଣ୍ଡର ନାଟକ “ବାଲତୁ ଗୁରୁ”

ବାରିପଦା  :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ଇଣ୍ଡିଜେନଶ ପିପଲ ଆର୍ଟ ଏଣ୍ଡ କଲଚର ସୋସାଇଟି, ଝାଡ଼ଖଣ୍ଡ ପ୍ରଯୋଜିତ ସାନ୍ତାଳୀ ନାଟକ “ବାଲତୁ ଗୁରୁ” ମଞ୍ଚସ୍ଥ ହୋଇଯାଇଛି | ଜିତରାଇ ହାଁସଦାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୀମା ଟୁଡୁ, ଆରତୀ ହାଁସଦା, ରମେଶ ଟୁଡୁ, ମନସା ମୁର୍ମୁ, ମାନୁ ମୁର୍ମୁ, ଖେଲା ସୋରେନ, ସୋମାୟ ମାର୍ଣ୍ଡି, ରାମଚନ୍ଦ୍ର ମାର୍ଣ୍ଡି, ଉର୍ମିଳା […]

Read More Text.

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଡିସେମ୍ବର ୧ ଓ ୨ ତାରିଖରେ 

ବାରିପଦା  :   ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ସହଯୋଗରେ ଡିସେମ୍ବର ୧ ଓ ୨ ତାରିଖରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି | ୧ ସେପ୍ଟେମ୍ବର ୨୦୨୫ ସୁଦ୍ଧା ବୟସ ୧୫ ରୁ ୨୯ ବର୍ଷ ହୋଇଥିବା ଉଭୟ ଯୁବକ ଓ ଯୁବତୀ ମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ବୋଲି […]

Read More Text.
Img 20251126 wa0165

ବାରିପଦାଠାରେ ସମ୍ବିଧାନ ଦିବସ  -୨୦୨୫ ପାଳିତ.

ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ ୨୦୨୫ ପାଳିତ ହୋଇଯାଇଛି | ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ତା’ଙ୍କ ଅଭିଭାଷଣ ରେ ବ୍ୟକ୍ତ କରିଥିଲେ କି ଆଜିର ଏହି ଦିବସ ଆମ ଦେଶବାସୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ଦିନ |୧୯୪୯ ମସିହା ନଭେମ୍ବର ୨୬ତାରିଖ ରେ ଆମେ ଆମ ନିଜକୁ  ଶାସନ କରିବା […]

Read More Text.
Img 20251126 wa0154

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ 

ବାରିପଦା  : ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ ସୁଦୃଢ କରିବା, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥି ନିମନ୍ତେ ମୟୁରଭଞ୍ଜ ଜିଲ୍ଲାର 404 ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ବ୍ୟାଚ   ପଞ୍ଚାୟତ ସଂସାଧନ କେନ୍ଦ୍ର ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ  ଇଶ୍ଵର ଚନ୍ଦ୍ର ନାଏକଙ୍କ କରକମଳରେ […]

Read More Text.
Img 20251125 wa0196

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଆଗାମୀ ଡିସେମ୍ବର ମାସପାଇଁ  ଯୁଗ୍ମ ଜନଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ବାରିପଦା :  ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଆଗାମୀ ଡିସେମ୍ବର ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ମାସର ପ୍ରଥମ ସୋମବାର  ତା ୦୧-୧୨-୨୦୨୫ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ  ଶୁଣାଣି ହେବ,ସେହିପରି ଡିସେମ୍ବର ମାସର ଦ୍ୱିତୀୟ ସୋମବାର ତା. ୦୮-୧୨-୨୦୨୫ରିଖ  […]

Read More Text.
Capture 24

ଲାଲକିଲ୍ଲା ବୋମା ବିସ୍ଫୋରଣ : ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ ସଫଳତା ମିଳିଛି। ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଏଜେନ୍ସି ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି ମାମଲାରେ ଗିରଫ ହୋଇଥିବା ସେ ସପ୍ତମ ଅଭିଯୁକ୍ତ। ଦିଲ୍ଲୀ ବୋମା ବିସ୍ଫୋରଣ ପରଠାରୁ ସେ ଫେରାର୍ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଶୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ। […]

Read More Text.
3

ରାଜଧାନୀରେ ଦୁଇଦିନିଆ ଓଡିଶା ବିକାଶ ସମାବେଶ

ଭୁବନେଶ୍ବର : ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏହି ସମାବେଶର ବିଭିନ୍ନ ଅଧିବେଶନ ଆୟୋଜିତ ହେବ । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯିବ। ନୁଆ ଦୃଷ୍ଟିକୋଣର ବିକାଶ ପାଇଁ ଏହା ଉଦ୍ୟମ କରିବାକୁ ଲକ୍ଷ ରଖାଯାଇଛି । ୨୦୩୬ ମସିହାରେ ଓଡିଶା ତାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ […]

Read More Text.
Odisha govt 300x157

ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେବାଲେଶ୍ବର ଜିଲ୍ଲାର ଡ଼ିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ ହୋଇଛନ୍ତି […]

Read More Text.
Untitled 2025 11 26 09 41 57

ମହାନଦୀରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

କଟକ: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଆନିକଟର ୯୩ ନମ୍ବର ଗେଟ ତଳେ ଏକ ଅଜଣା ଶିଶୁର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣା […]

Read More Text.