Photo2 for the news of kalyan mandap

ଜନକଲ୍ୟାଣରେ କେବେ ଲାଗିବ କଲ୍ୟାଣମଣ୍ଡପ : କଲ୍ୟାଣମଣ୍ଡପ ନିର୍ମାଣ ସରିବାର ନା ଧରୁନି

ଆଗରପଡ଼ା  : ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ବିଭାଗର ତରଫରୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରାଯାଉନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ;ଯୋଜନା ମୁତାବକ […]

Read More Text.
Court order

ସ୍ତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଜେଲଦଣ୍ଡ ସମେତ ଜୋରିମାନା

ବାରିପଦା : ଆଜି ମଙ୍ଗଳବାର ଏକ ପାରିବାରିକ ଗଣ୍ଡଗୋଳ ଏବଂ ଆତ୍ମହତ୍ୟା ମାମଲାର ବିଚାରକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ସ୍ୱାମୀ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ପ୍ରଧାନ ସୋରନ (40) କୁ ଦଫା 498(A ) ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ […]

Read More Text.
Img 20251125 wa0210

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା : ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

ବାରିପଦା  :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପାଥ, ଜାମସେଦପୁର ପ୍ରଯୋଜିତ ହିନ୍ଦୀ ନାଟକ “କନ୍ୟାଦାନ” ମଞ୍ଚସ୍ଥ ହୋଇଯାଇଛି | ବିଜୟ ତେନ୍ଦୁଲକରଙ୍କ ରଚିତ ଓ ମହମ୍ମଦ ନାଜିମଙ୍କ ନିର୍ଦ୍ଦେଶିତ ନାଟକରେ ଛବି ଦାସ, ସବା, ସୁମନ ନାୟକ, ଆଶୁତୋଷ ସିଂହ, ଆଦିଲ ଖାନ ଓ ମହମ୍ମଦ ନିଜାମ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଦୀପକ ସିଂହ, ଆଲୋକରେଖୁରସିଦ ଆଲାମ, […]

Read More Text.
Img 20251125 wa0188

ଖରିଫ୍ ବର୍ଷ ୨୦୨୫-୨୬(ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାର 83820 ଜଣ ପଞ୍ଜିକୃତ ଚାଷୀମାନଙ୍କ ଠାରୁ 13,82,000 କୁଇଣ୍ଟାଲ ଧନ ସଂଗ୍ରହ କରାଯିବା ଲକ୍ଷ୍ୟଧାର୍ଯ୍ୟ ବାରିପଦା :  ଆଜି ଜିଲ୍ଲା ପରିଷଦ  ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ ଜିଲ୍ଲାରେ ଖରିଫ ବର୍ଷ ୨୦୨୫-୨୬ (ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ  ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା […]

Read More Text.
Img 20251125 wa0157

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ବାରିପଦା  :  ଆଜି ବାରିପଦା ସ୍ଥିତ ବାଘରା ରୋଡ଼ ନିକଟରେ ବାରିପଦା ରାଜସ୍ବ ନିରୀକ୍ଷକ-୧ ଏବଂ ୨ର ନୂତନ ଭାବେ ନିର୍ମିତ ହୋଇଥିବା ଦୁଇଟି କାର୍ଯ୍ୟାଳୟ ଗୃହ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ କାନ୍ଦ୍ରା […]

Read More Text.
Img 20251124 wa0223

 ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନ ମେଳା ଓ ଭଲ୍ଲି ବଲ ପ୍ରତିଯୋଗିତା – ୨୦୨୫ ଅନୁଷ୍ଠିତ

ବାରିପଦା :   ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସର୍ଗିଫୁଲ, ବିଜ୍ଞାନ ମେଳା ଓ ଭଲ୍ଲି ବଲ ପ୍ରତିଯୋଗିତା – ୨୦୨୫ ଜିଲ୍ଲା ମଙ୍ଗଳାଧିକାରୀ ଶ୍ରୀ ଗୁରୁଚରଣ ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାଏକ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ। ସ୍ୱତନ୍ତ୍ର ସମ୍ମାନିତ ଅତିଥିଭାବେ ଶ୍ରୀ ପ୍ରଣୟରଞ୍ଜନ ବେହେରା,ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ., ବାରିପଦା, […]

Read More Text.
Bsta 26

ଗୁରୁବାରରେ ରାଜଧାନୀର ଏହି ରାସ୍ତାରେ କଟକଣା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। ଭି.ଆଇ. ପି ଙ୍କ ସୁରକ୍ଷା ସୁଗମନାଗମନ କୁ ଦୃଷ୍ଟି‌ରେ ରଖି ଆଇନ ୨୦୦୩ ର ଧାରା ୨୭ ଓ କଟକ – ଭୁବନେଶ୍ବର କମିଶେନରରେଟ୍‌ […]

Read More Text.
T

ବିହାର ବିଧାନସଭା : ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର

ପାଟନା : ବିହାର ବିଧାନସଭାର ବାଚସ୍ପତି ହୋଇ ପାରନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରେମ କୁମାର । ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଏନଡିଏ । ବିଜୟ ପରେ ଏନଡିଏ ସହଯୋଗୀ ବିଜେପି , ଜେଡ଼ିୟୁ ଓ ଅନ୍ୟାନ୍ୟ ଦଳକୁ ନେଇ ନୀତୀଶ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ ସୁଦ୍ଧା ବାଚସ୍ପତି ପଦକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏବେ ବିଜେପି ବରିଷ୍ଠ ବିଧାୟକ ପ୍ରେମ […]

Read More Text.
99 2

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ ତାର […]

Read More Text.
Gold

୧.୨୩ ଲକ୍ଷରେ ପହଞ୍ଚିଲା ସୁନା

ନୂଆଦିଲ୍ଲୀ : ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ପ୍ରତି୧୦ ଗ୍ରାମ ୧,୨୩,୩୦୮ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୨୩,୧୪୬ ଟଙ୍କା ଥିଲା । ଏହି ସମୟରେ ରୂପା କିଲୋଗ୍ରାମ ପ୍ରତି ୨,୫୨୧ ଟଙ୍କା ବୃଦ୍ଧି ପାଇ […]

Read More Text.