Img 20251130 wa0253

ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ଉପକରଣ ପାଇଁ ଆକଳନ ଶିବିର

ବାରିପଦା: ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ଲାଲବଜାର ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ସହାୟକ ଉପକରଣ ଓ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଆକଳନ ଶିବିର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ତା ୨୯.୧୧.୨୦୨୫ ରିଖ ବାରିପଦା ବ୍ଲକ, ତା ୩୦.୧୧.୨୦୨୫ ରିଖ ଶ।ମାଖୁଣ୍ଟା ଓ ମୋରଡା ବ୍ଲକର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନେ ଯୋଗଦାନ କରିଥିଲେ । ବାରିପଦା ବ୍ଲକରୁ ୮୫ ଜଣ, ଶ।ମାଖୁଣ୍ଟା ବ୍ଲକରୁ […]

Read More Text.
Photo for the news of anganwadi

ଅଙ୍ଗନୱାଡ଼ି ଗୃହ ନିର୍ମାଣକୁ ନେଇ ଚିନ୍ତାରେ ଅଭିଭାବକ

ସରିଛି ୧୬୬ କେନ୍ଦ୍ରର ଗୃହ ନିର୍ମାଣ, ୧୧କେନ୍ଦ୍ର ପାଇଁ ହୋଇପାରୁନି ସ୍ଥାନ ନିରୂପଣ  ଆଗରପଡ଼ା: ୧୯୭୫ ମସିହାରେ ଭାରତ ସରକାର ଶିଶୁ ଓ ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ଓଡ଼ିଶାରେ ୧୯୯୪-୯୫ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ […]

Read More Text.
Photo for the news of anwesh

ଅନ୍ୱେଶ ଗୀତା ଆବୃତ୍ତି ପାଇଁ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ

ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରା ନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପାଇଁ ତା ୩୦/୧୧/୨୫ ରିଖ ରବିବାର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭଦ୍ରକର ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଂଶ ଗ୍ରହଣ କରି ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ଅନ୍ୱେଶ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଶ୍ରୀମାନ ଅନ୍ୱେଶ ୨୦୨୩ -୨୪ ବର୍ଷରେ […]

Read More Text.
Photo for the news of sima sanigdha

ବନାଚଂଳ ଅଧିକାରୀ ସୀମା ସାନ୍ନିଧ୍ୟ ଦାସଙ୍କୁ ସମ୍ବର୍ଦ୍ଧନା

ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢ଼ିଆ ଗ୍ରାମର ସୀତାକାନ୍ତ ଦାସ ଓ ନିୟତୀ ପଣ୍ଡାଙ୍କ ପୁଅ ସୀମା ସାନ୍ନିଧ୍ୟ ଦାସ ୯୬ ରାଙ୍କ ରେ ସ୍ଥାନ ପାଇ ବନାଚଂଳ ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ବିଜେଡି ବ୍ଲକ ଯୁବସଭାପତି ସତ୍ୟ ସାଧନ ବେଜ,ଯୁବନେତା ଦୀପକ ମହାନ୍ତି, ସଂଜୟ […]

Read More Text.
Photo for the news of block chairman pressmeet

ବିଜେଡି ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷଙ୍କ ଖଣ୍ଡନ, ୫ସମିତି ସଭ୍ୟଙ୍କ ଇସ୍ତଫା

ଆଗରପଡ଼ା: ଶନିବାର ବିଜେଡି ପକ୍ଷରୁ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ବିରୋଧରେ ଦଳୀୟ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରକାରର ଅଭିଯୋଗମାନ କରିଥିଲେ । ରବିବାର ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ତାକୁ ଖଣ୍ଡନ କରିଛନ୍ତି ନିଜେ ଅଧ୍ୟକ୍ଷ । ତାଙ୍କ କହିବାନୁଯାୟୀ ସ୍ଥାନୀୟ ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଅନାସ୍ଥା ଆଣିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଗତ ୨୦୨୨ ମସିହାରେ ମୁଁ ଅଧ୍ୟକ୍ଷ ହେଲି,ମାତ୍ର ବହୁ […]

Read More Text.
Six killed and 32 injure

ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ

ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା ଅନ୍ତର୍ଗତ ତିରୁପାଟ୍ଟୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଏସପି ଶିବ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁସାରେ, ଗୋଟିଏ ବସ କରାଇକୁଡ଼ି ଅଭିମୁଖେ ଯାଉଥିବା ସମୟରେ ଅନ୍ୟଟି ମଦୁରାଇ ଯାଉଥିଲା। ତିରୁପାଟ୍ଟୁର […]

Read More Text.
Maoists e1764517922380 300x177

ଦନ୍ତେୱାଡ଼ାରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଛନ୍ତି। ଏହି ଗୋଷ୍ଠୀରେ ଅନେକ ହାଇପ୍ରୋଫାଇଲ କ୍ୟାଡରର ମାଓବାଦୀ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି କୁମାଲି ଓରଫ ଅନିତା […]

Read More Text.
66778999

ବଢିଲା ଏସ୍‌ଆଇଆର୍‌ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍‌ଆଇଆର୍‌ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ କରାଯାଉଛି। ବୁଥ୍-ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ନାଗରିକମାନଙ୍କ ଏସ୍‌ଆଇଆର୍‌ ଫର୍ମ ପୂରଣ କରୁଛନ୍ତି। ପୂର୍ବରୁ ଫର୍ମ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୪ ଥିଲା। କିନ୍ତୁ ଏବେ ଏହାକୁ […]

Read More Text.
Cyclone ditva v jpg 442x260 4g

ଡିଟୱା ଅପଡେଟ: ଦକ୍ଷିଣ ଭାରତରେ ବିମାନ ଓ ରେଳସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  । ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଆଶଙ୍କା କରି ଦକ୍ଷିଣ ଆନ୍ଧ୍ରପ୍ରଦେଶର ଜିଲ୍ଲାଗୁଡିକ ମଧ୍ୟ ହାଇ ଆଲର୍ଟରେ ରହିଛି । ଚେନ୍ନଇ ସମେତ ଅନେକ ଅଞ୍ଚଳରେ ବିମାନ […]

Read More Text.
Carlifonia

କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ

କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍‌ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ପରେ କାଲିଫର୍ନିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ସନ୍ଧାନ କାର୍ଯ୍ୟ ଜାରି ରଖିଛି । ସୂଚନାନୁଯାୟୀ, ଜୋଆକୁଇନ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ କହିଛି ଯେ, ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯିବା ସହ କର୍ତ୍ତୃପକ୍ଷ ଘଟଣାର […]

Read More Text.