ଜିଲ୍ଲା ପ୍ରଶାସନ ପକ୍ଷରୁ ଫେବୃଆରୀ ମାସ ଯୁଗ୍ମ ଜନ ଶୁଣାଣି ଶିବିର ସମ୍ପର୍କିତ କାର୍ଯ୍ୟସୂଚୀ
ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଆଗାମୀ ୨୦୨୬ ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଫେବୃଆରୀ ମାସର ପ୍ରଥମ ସୋମବାର ତା ୦୨-୦୨-୨୦୨୬ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ ଶୁଣାଣି ହେବ,ସେହିପରି ଫେବୃଆରୀ ମାସର ଦ୍ୱିତୀୟ ସୋମବାର ତା. ୦୯-୦୨-୨୦୨୬ରିଖ ବାମନଘାଟି […]
Read More Text.