PM Modi 14 1024x576

ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି

ନୂଆଦିଲ୍ଲୀ:ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋଦି ଗଭୀର ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳର ଭାଇ ଓ ଭଉଣୀମାନଙ୍କ ସହ ଏକତାରେ ଠିଆ […]

Read More Text.
Nepal flash flood

ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର ଯାତ୍ରା କରୁଥିଲେ । ଏହାର […]

Read More Text.
Doval jay shankar 642x430

ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି । ବିଶେଷ କରି ଭାରତର ବହୁ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଏବଂ ଆରଏସଏସ ମୁଖ୍ୟ ଏବେ ବିଭିନ୍ନ ଦେଶ ଗସ୍ତରେ ରହି ଭାରତର ରଣନୈତିକ ତଥା ଅର୍ଥନୈତିକ ସ୍ଥିତିକୁ […]

Read More Text.
133537334 1024x576

ନେପାଳରେ ପ୍ରଳୟଙ୍କାରୀ ବନ୍ୟା : ଭାସିଗଲେ ୧୦୦୦ରୁ ଅଧିକ ଲୋକ, ୟୁପି-ବିହାରରେ ହାଇଆଲର୍ଟ

ନେପାଳ :ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ବିହାରର ବେଟିୟା, ଗୋପାଳଗଞ୍ଜ ଓ ମୁଜାଫରପୁର ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ […]

Read More Text.
Helicopter 2026 08 26 18 38

ସେପ୍ଟେମ୍ବର ୩ରୁ ମାଲକାନଗିରିରୁ ବିମାନ ଉଡ଼ାଣ 

ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଦୁର୍ଗମ ମାଲକାନଗିରିକୁ ରାଜ୍ୟ ତଥା ଦେଶର ପ୍ରମୁଖ ସହର ସହ ଆକାଶପଥରେ ଯୋଡ଼ିବା ପାଇଁ ଦାବି ହୋଇଆସୁଥିଲା। ବିମାନ ସେବା ଆରମ୍ଭ ହେଲେ ମାଲକାନଗିରି ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। ଏହା ଦ୍ୱାରା ଜିଲ୍ଲାର ବ୍ୟବସାୟୀ, […]

Read More Text.
Dead Body Death 1024x682

ତାସ ଖେଳକୁ ନେଇ ନାବାଳକକୁ ଛୁରୀ ଭୁଷି ହତ୍ୟା କଲା ନାବାଳକ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ଥାନା ରୋତ୍‌ ଗାଁ’ରେ ଜଣେ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ନାବାଳକ ହେଲେ ରୋତ ଗାଁ’ର ରମେଶ ପଟେଲଙ୍କ ପୁଅ ସାହିଦ୍‌ ପଟେଲ (୧୪)। ଗାଁ’ର ପ୍ରାଥମିକ ବିଦ୍ୟାଳୟ ନିକଟ କ୍ଲବରେ ତାସ ଖେଳ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୧୧ଟାରେ ସାହିଦ୍‌, କୁନାଲ ବରିହା, ଚନ୍ଦନ ପଟେଲ ଓ ଶିବା ସିନ୍ଦୁର ମିଶି […]

Read More Text.
Ctc

ନଭେମ୍ବର ୨୪ରୁ ବାଲିଯାତ୍ରା, ଉଭୟ ପଡିଆ ପାଇଁ ସରକାରଙ୍କୁ ପ୍ରସ୍ତାବ

କଟକ:ଚଳିତବର୍ଷ  କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।  ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା ଆୟୋଜନ କରାଯିବ। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ କରିବାକୁ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତାହା ସହ ମହୋତ୍ସବକୁ ଅଧିକ ଆକର୍ଷଣୀୟ  ଓ ଲୋକାଭିମୁଖୀ କରିବା […]

Read More Text.
Screenshot 2026 08 26 175047 2026 08 26 18 01

ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର

ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା ।  ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ ।  ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ ଶ୍ବଶୁର ଓ ବୋହୂ ବୋଲି ଜଣାପଡିଛି। ନିଖୋଜ ଗୁନ୍ଦାନା ମଳିକ ଓ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁର […]

Read More Text.
Screenshot 2026 08 26 162834 2026 08 26 16 28

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ, ପାପୁଲିକୁ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏଥିରେ କିଛି ଅପରାଧୀ ସଂପୃକ୍ତ ଥିବା ପ୍ରାଥମିକ […]

Read More Text.
IMG 20260825 WA0310

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ବାରିପଦା : ‌ହିନ୍ଦୁ ସଂସ୍କୃତିରେ ଭାଇ ଭଉଣଘର ପବିତ୍ର ସଂପର୍କ ଓ ସ୍ନେହ ମମତା ପରଂପରା ସାରା ବିଶ୍ବରେ ଅନନ୍ୟ ଓ ଅବର୍ଣ୍ଣନୀୟ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ବୃନ୍ଦ ପବିତ୍ର  ରକ୍ଷାବନ୍ଧନ ଉଦ୍ଦେଶ୍ୟରେ ଆଜି ମୟୂରଭଂଜ ଜିଲ୍ଲାର ଵହଳଦା ଧରଣୀଲାଲ କଲେଜରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ  ,ଛାତ୍ରଛାତ୍ରୀମାନେ  ମଥାରେ ଅରୁଆ ଚାଉଳ,ସିନ୍ଦୁର ଲଗାଇ ହାତରେ ପବିତ୍ର ରାକ୍ଷୀ ବାନ୍ଧି ସମ୍ମାନ ଜଣାଇଥିଲେ । ଏଥି ସହିତ  ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର […]

Read More Text.