ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ “ଜାତୀୟ ଶିକ୍ଷା ନୀତି-୨୦୨୦ର ଉତ୍ପତ୍ତି ଓ ଏହାର ପ୍ରାସଙ୍ଗିକତା” ଶୀର୍ଷକ କର୍ମଶାଳା
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ “ଜାତୀୟ ଶିକ୍ଷାନୀତି-୨୦୨୦ର ଉତ୍ପତ୍ତି ଓ ଏହାର ପ୍ରାସଙ୍ଗିକତା” ଶୀର୍ଷକ ଏକ କର୍ମଶାଳା ମାନ୍ୟବର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏଥିରେ ସାମ୍ବାଦିକ ଓ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଜାତୀୟଶିକ୍ଷା ନୀତି-୨୦୨୦ର ଉତ୍ପତ୍ତି, ପ୍ରମୁଖ ବୈଶିଷ୍ଟ୍ୟ ଏବଂ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇବା ଏବଂ ବିଶ୍ୱବିଦ୍ୟାଳୟର ଉର୍ନତି ସକାଶେ ଅଂଶଗ୍ରହଣକାରୀମାନଙ୍କଠାରୁ […]
Read More Text.