ଅପଦସ୍ତ କଲେ, ଜାଳିକି ସଫା କରିଦେବି : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଷୋଦଗାର । କହିଲେ, ରାଉରକେଲାରେ ଅନ୍ୟ ଦଳରୁ ଆସି କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ମୁଁ ଦଳକୁ ରକ୍ତ ମାଂସ ଦେଇଛି । ଦଳ ମୋତେ ଯେତିକି ସ୍ଥାନ ଦେଇଛି ତାହା ଯଥେଷ୍ଟ ବୋଲି କହିଛନ୍ତି ଜୁଏଲ ଓରାମ । ଏହା ସହ ରାଉରକେଲା ରାଜନୀତିକୁ ନେଇ ଜୁଏଲ […]
Read More Text.