ଆଦର୍ଶ ଆଇକନିକରେ ପଢିବେ ରାଇରଙ୍ଗପୁର ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର
ବାରିପଦା : ରାଇରଙ୍ଗପୁର ଆଦର୍ଶ ସ୍କୁଲରେ ୨ ଜଣ ଛାତ୍ର ଚଳିତବର୍ଷ ଭୁବନେଶ୍ବରସ୍ଥ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ସୂଚନାଯୋଗ୍ୟ ଭୁବନେଶ୍ଵର ଆଇକନିକ ଆଦର୍ଶ ବିଦ୍ୟାଳୟରେ ଏକାଦଶ ଓ ଦ୍ଵାଦଶ ପଢ଼ିବା ପାଇଁ ରାଜ୍ୟ ସ୍ତରରେ ସମସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଇଁ ଏକ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଦଶମ ଶ୍ରେଣୀରେ ଯେଉଁମାନେ ଶତକଡା ୯୦ ରୁ ଅଧିକ ମାର୍କ ରଖିଥାନ୍ତି ସେହିମାନେ କେବଳ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ […]
Read More Text.