ଗେରୁଆମୟ ହେଉଛି ସ୍ୱାସ୍ଥ୍ୟକେନ୍ଦ୍ର, କାର୍ଯ୍ୟକ୍ଷମ ହୋଇପାରୁନି ମାଳମାଳ ପ୍ରକଳ୍ପ
ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରଞ୍ଜାମ ଆଗରପଡ଼ା:ମାଳମାଳ ପ୍ରକଳ୍ପର ନିର୍ମାଣ ସରିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ନହୋଇ ପଡ଼ିରହିବା ସହ ଲକ୍ଷାଧିକ ଟଙ୍କାର ସରଞ୍ଜାମ ବ୍ୟବହାର ଯୋଗ୍ୟ ହେବା ଆଗରୁ ନଷ୍ଟ ହେବାକୁ ବସିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗେରୁଆମୟ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ହେଉଛି । । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ । ଗୋଟିଏ ପଟେ […]
Read More Text.