Screenshot 2025 08 21 183652 1140x597 1 e1765000301826

ଦୁର୍ଘଟଣାରେ ଦମ୍ପତି ମୃତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଏକ ବାଇକ୍ ଧକ୍କା ଦେବାରୁ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସେମାନଙ୍କ ଦୁଇ ବର୍ଷର ପୁଅ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ପ୍ରତାପ ମଲ୍ଲିକ ଏବଂ ତାଙ୍କ ଆଠ ମାସର ଗର୍ଭବତୀ ସ୍ତ୍ରୀ ଲଳିତା ମଲ୍ଲିକ (୩୦) ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ତାଙ୍କ ଦୁଇ ବର୍ଷର ପୁଅ […]

Read More Text.
India vs. england odi 1 2 640x375.png

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ମିଥ୍ୟା ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ: ସାଇବର୍ କ୍ରାଇମ୍ ସେଲ୍‌ରେ ଏଫ୍‌ଆଇଆର୍

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି। ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଏକ ମିଥ୍ୟା ଦାବି କରାଯାଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ ଏବଂ ଏହା ସମ୍ପୁର୍ଣ୍ଣ […]

Read More Text.
Images (3)

ବିମାନ ଟିକେଟ ଦର ଆକାଶଛୁଆଁ; ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ ଯାତ୍ରା। ଶୁକ୍ରବାର ବିମାନ କମ୍ପାନୀଗୁଡ଼ିକ ଅଚାନକ ଟିକେଟ ଦର ବୃଦ୍ଧି କରିବା ଫଳରେ ଯାତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ପ୍ରାୟ ୮ରୁ ୧୦ ଗୁଣା ପର୍ଯ୍ୟନ୍ତ ଟିକେଟ ଦର ବୃଦ୍ଧି କରିଛନ୍ତି ବିମାନ କମ୍ପାନୀ। ପୂର୍ବରୁ ଦିଲ୍ଲୀରୁ ମୁମ୍ବଇ ବିମାନ ଯାତ୍ରା ପାଇଁ ଯେଉଁଠି ୬ରୁ ୭ ହଜାର ଟଙ୍କା ଟିକେଟ ମୂଲ୍ୟ ରହିଥିଲା ଏବେ ତାହା ବଢ଼ି ୪୯ ହଜାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବାୟୁ ପରିବହନ ଆସୋସିଏସନ […]

Read More Text.
Img 20251205 wa0265

ବକେୟା ଦାବିରେ ଫରେଷ୍ଟର ଓ ଏସିଏଫଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା

ବାରିପଦା: ଫରେଷ୍ଟରଙ୍କୁ ଜୋତାରେ ନିର୍ଧୁମ ପିଟିଲେ ମହିଳା, ଉଦ୍ଧାର କରିବାକୁ ଯାଇଥିବା ଏସିଏଫଙ୍କୁ ମଧ୍ୟ ମାଡ଼,  ବକେୟା ଦେୟ ପାଇ ନଥିବାରୁ ଫରେଷ୍ଟରଙ୍କୁ ଗାଳି ଗୁଲଜ ସହ  ଜୋତାରେ  ସେକିଲେ ସ୍ଥାନୀୟ ମହିଳl ।ଉଦ୍ଧାର କରିବାକୁ ଆସିଥିବା ଏସିଏଫ ଙ୍କୁ ମଧ୍ୟ ମାଡ ମାରିବା ସହ ଠେଲାପେଲା କଲେ ସ୍ଥାନୀୟ ଲୋକେ ।ସୂଚନାଯୋଗ୍ୟ  ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଚହଲା ଏସିଏଫ ଲମ୍ବୋଦର ବାସ୍କେ ଓ […]

Read More Text.
Img 20251205 wa0245

ଯୁକ୍ତ ୩ ପ୍ରଥମ ବର୍ଷର ୭୦% ଛାତ୍ରଛାତ୍ରୀ ଫେଲ; ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ମହାବିଦ୍ୟାଳୟରେ ପାଠପଢ଼ା ଯାଉନାହିଁ ବୋଲି  ଛାତ୍ରଛାତ୍ରୀମାନେ ଦୋଷ ଲଦୁଛନ୍ତି ଅଧ୍ଯାପକ ଏବଂ ଅଧ୍ୟାପିକାମାନଙ୍କ ଉପରେ । ଅଧ୍ୟାପକ ଏବଂ ଅଧ୍ଯାପିକାମାନେ ନିଜ ମଧ୍ୟରେ ଗ୍ରୁପିଜମ କରୁଛନ୍ତି ।କଲେଜର ଆଲୁମୁନି ନିଷ୍କ୍ରିୟ  ତଥା ସ୍ଥାଣୁ ପାଲଟିଛି ।ପ୍ରିନସିପାଲ ଙ୍କ ଅଙ୍କୁଶ ନାହିଁ ଅଧ୍ୟାପକ ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ । ମହାଵିଦ୍ଯାଳୟରରେ କୋଟି କୋଟି ଟଙ୍କାର କାମ ଚାଲୁଛି ।ସେଠାରେ […]

Read More Text.
Img 20251205 wa0199

ଟାଟା ପାୱାର ବିରୋଧରେ ଶ୍ରମିକ ଆନ୍ଦୋଳନ ଚେତାବନୀ

ବାରିପଦା: ଟାଟା ପାୱାର ବିଦ୍ୟୁତ ବିତରଣ ସଂସ୍ଥାର ମେରୀରାୟ ନୀତି କୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଅଛି l  କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ଛଟେଇ କରି ସାରିଥିବା ବେଳେ ଆଗକୁ ଆହୁରି ଛଟେଇ କରିବାକୁ ଯାଉଛନ୍ତି। କର୍ମଚାରୀ ମାନଙ୍କ ଜୀବନ ଜୀବିକା କୁ ନେଇ ଖେଳ ଖେଳୁଛି ଟାଟା ପାୱାର ବୋଲି କହିଛନ୍ତି ସଂଘ ର ସାଧାରଣ ସମ୍ପାଦକ […]

Read More Text.
Img 20251205 wa0226

ଦୃଷ୍ଟିବାଧିତ ମହିଳା କ୍ରିକେଟ ଟି-୨୦ ବିଶ୍ୱକପ୍: ବିଜୟୀ ଖେଳାଳିଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସମ୍ୱର୍ଦ୍ଧନା 

ବାରିପଦା: ନିକଟରେ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଟିମ୍ ନେପାଳକୁ ହରାଇ ବିଶ୍ୱବିଜୟୀ ହୋଇଛି । ବିଜେତା ଦଳରେ ମୟୁରଭଞ୍ଜ ମାଟିର ତିନି ସୁକନ୍ୟା ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସଦା ଓ ପାର୍ବତୀ ମାର୍ଣ୍ଡି ପ୍ରତିନିଧିତ୍ଵ କରିଥିଲେ । ଆଜି ନିଜ ଜନ୍ମମାଟିକୁ ଫେରିବା ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ସେମାନଙ୍କୁ ପୋଡାଅସ୍ତିଆସ୍ଥିତ ବୀର୍ସାମୁଣ୍ଡା ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାସହ […]

Read More Text.
Img 20251205 wa0165

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର  ଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୫ ପାଳିତ ହୋଇଛି । ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା ଓ ଯଶିପୁରର ମିଳିତ‌ ସହଭାଗିତାରେ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ସଭାପତିତ୍ୱ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର ସ୍ୱାଗତ ଭାଷଣ […]

Read More Text.
Photo2 for the news of road

ଇଟୁଆ ରାସ୍ତାର ଶିଳାନ୍ୟାସ, ପ୍ରତିଶ୍ରୁତି ରଖିଲେ ବିଧାୟକ

ଆଗରପଡ଼ା:ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଅନ୍ତର୍ଗତ ତେଲନଟୀ-ବିଷ୍ଣୁପୁର ଭାୟା ଇଟୁଆ ଆରଡି ରାସ୍ତାର ଶୁଭାରମ୍ଭ କରାଯାଇଛି । ପଂଚାୟତ ସଭାପତି ପର୍ଶୁରାମ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ୧୪ନଂ ଜୋନ ତରଫରୁ ବିଜେଡି ପକ୍ଷରୁ ଇଟୁଆ ଠାରେ ଅନୁଷ୍ଠିତ ପଦଯାତ୍ରା ସଭାରେ ଗ୍ରାମବାସୀ ରାସ୍ତା ସଂପର୍କରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଧାୟକ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ବିଧାୟକ ତାଙ୍କ ପ୍ରତିଶ୍ରୁତି […]

Read More Text.
Photo for the news of regination of sarapanch

ବିଜେଡି ଛାଡ଼ିଲେ ବିଟିପୁର ସରପଞ୍ଚ

ଆଗରପଡ଼ା:ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ସମେତ ୬ ଜଣ ସମିତିସଭ୍ୟ ଏବଂ ବ୍ଲକ ଛାତ୍ର ସଭାପତି ବିଜୁ ଜନତାଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ପୁଣି ଶୁକ୍ରବାର ବିଟିପୁର ସରପଂଚ ଶୁଭଦ୍ରା ସିଂହଙ୍କ ସହ ୨ଜଣ ୱାର୍ଡ଼ସଭ୍ୟ ଓ ଯୁବନେତା ସପନ ସିଂହ ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇ ଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଜେଡି ତାଙ୍କୁ ଅଣଦେଖା କରିବାରୁ ଏହି ପଂଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ ଯଦ୍ୱ୍ୱାରା […]

Read More Text.