Punjab

ଆଇନ କଲେଜରେ ଗୁଳିକାଣ୍ଡ, ଛାତ୍ରୀ ମୃତ

ପଞ୍ଜାବ : ଆଇନ କଲେଜରେ କ୍ରାଇମ । ପଞ୍ଜାବ ତରନତାରନ ଜିଲ୍ଳାର ଉସମା ଆଇନ କଲେଜରେ ଗୁଳିକାଣ୍ଡ । କ୍ଲାସରୁମ୍ ଭିତରେ ସହପାଠୀ ଛାତ୍ରୀଙ୍କୁ ଗୁଳିମାଡ଼ । ସହପାଠୀ ଛାତ୍ରର ଗୁଳିମାଡ଼ରେ ଜଣେ ଛାତ୍ରୀ ମୃତ । ଗୁଳିମାଡ଼ ପରେ ଅଭିଯୁକ୍ତ ନିଜକୁ ଗୁଳି କରି ଜୀବନ ଶେଷ କରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି । ଗୁଳି କରିଥିବା ଛାତ୍ରର ନାଁ ପ୍ରିନ୍ସ ରାଜ । ମୃତ ଛାତ୍ରୀଙ୍କ […]

Read More Text.
Omm birla

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିରୋଧୀ !

ନୂଆଦିଲ୍ଲୀ : ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ବିପକ୍ଷ ଦଳ ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବାର ପ୍ରବଳ ହୋହଲ୍ଲାରେ ଗୃହ କାର୍ଯ୍ୟ ଚାଲିପାରୁନି । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପ୍ରସ୍ତାବ ପାଇଁ ୧୪ […]

Read More Text.

ନାଇଜେରିଆରେ ସଡକ ଦୁର୍ଘଟଣା, ୩୦ ମୃତ

ନାଇଜେରିଆ: ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । କାନୋର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ରର କ୍ୱାନାର ବାର୍ଡେ ସହରରେ ଏହି ଦୁର୍ଘଟଣା ଘଟିଛି । ଏକ […]

Read More Text.

ପ୍ରଥମ ବାର୍ଷିକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କପ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପରିଚାଳନା କମିଟି ଗଠିତ 

ବାରିପଦା : ମୟୁରଭଞ୍ଜ ମହୋତ୍ସବ କମିଟି ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧ମ ବାର୍ଷିକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କପ ସର୍ବଭାରତୀୟ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I  ମୟୁରଭଞ୍ଜର ୨ଟି ଦଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୧୬ ଟି ଦଳକୁ ନେଇ ୨୦ – ୨୦ ଫର୍ମାଟରେ ଖେଳ ହେବ I ଚମ୍ପିୟାନ ଦଳକୁ ୫ ଲକ୍ଷ ଓ ରନର୍ସ ଅପ […]

Read More Text.
IMG 20260208 WA0178

ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା : ମୟୁରଭଞ୍ଜ ଫୁଟବଲ ଇତିହାସର ପୂର୍ବ ଗୌରବ ଫେରାଇ ଆଣିବା ଉଦେଶ୍ଯରେ ଫୁଟବଲର କିମ୍ବଦନ୍ତୀ ପୁରୁଷ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ୨ୟ ବାଷିର୍କ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ସ୍ଥାନୀୟ ମଧୁବନ ପଡିଆରେ  ବିଶିଷ୍ଟ ଫୁଟବଲ ଖେଳାଳି ଅସିତ ବରଣ ପତିଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାର୍ଚ୍ଚ ୮ ରୁ ୧୩ ତାରିଖ ମଧ୍ୟରେ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ […]

Read More Text.
IMG 20260208 WA0163

ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଶେଷ 

ବାରିପଦା  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୨ୟ ବାର୍ଷିକ ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ଆୟୋଜନ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି I ଚଳିତ ମାସ ୧୫ ତାରିଖରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି […]

Read More Text.
IMG 20260208 WA0165

୧୨ ଫେବୃଆରୀ ସାଧାରଣ ଧର୍ମଘଟ ସମର୍ଥନରେ ପଥପ୍ରାନ୍ତ ସଭା 

ବାରିପଦା: ଦେଶର ୧୦ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ କୃଷକ ମୋର୍ଚ୍ଚା ଓ କର୍ମଚାରୀମାନଙ୍କ ଫେଡେରେସନ ସମୂହଙ୍କ ପକ୍ଷରୁ ୪ ଟି ଶ୍ରମ କୋର୍ଡ ରଦ୍ଦ, ଦରଦାମ ବୃଦ୍ଧି ବନ୍ଦ, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶାକର୍ମୀ, ପାଚିକା ସହାୟିକା ମାନଙ୍କୁ ମାସିକ ୨୬ ହଜାର ଟଙ୍କା ମଜୁରୀ ସହ ସ୍ଥାୟୀ କରିବା, ମହିଳାମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ଏମ୍ ଏସ ପି ଆଇନ୍ ପ୍ରଣୟନ କରିବା ଇତ୍ୟାଦି […]

Read More Text.
IMG 20260208 WA0154

ମେଘାସନୀ ମହୋତ୍ସବ-୨୦୨୬ ଅବସରରେ ରକ୍ତଦାନ ଶିବିର

ବାରିପଦା : ମେଘାସନୀ ମହୋତ୍ସବ-୨୦୨୬ ପାଳନ ଅବସରରେ ଆଜି ବାରିପଦା ସ୍ଥିତ ଛଉ ପଡିଆ-କଲେଜ ପଡିଆ ପରିସର ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଓରମାସ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉକ୍ତ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରି କହିଥିଲେ ଯେ ବର୍ତମାନ ପରିବର୍ତ୍ତିତ ସମୟରେ ଥାଲସେମିଆ, ସିକିଲସେଲ ଭଳି ଦୁରାରୋଗ୍ୟ ପାଇଁ ହେଉ କିମ୍ବା […]

Read More Text.
Raffel

ବାୟୁସେନାରେ ସାମିଲ ହେବ ଆଉ ୧୧୪ ରାଫେଲ୍

ନୂଆଦିଲ୍ଲୀ: ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ […]

Read More Text.
Indian student

ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଋଷିଆ : ଋଷିଆରେ ଭାରତୀୟ ଛାତ୍ରଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ହୋଇଛି । ମେଡିକାଲ କଲେଜ ହଷ୍ଟେଲରେ ପଶି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଜଣେ ୧୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ଋଷ ପୋଲିସ । ସୂଚନାନୁଯାୟୀ, ଗତକାଲି ଋଷିଆର ଉଫା ସ୍ଥିତ ଷ୍ଟେଟ୍ ମେଡିକାଲ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଏ ଅଭାବନୀୟ ଘଟଣା ଘଟିଛି […]

Read More Text.