Img 20251210 wa0212

ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଡି ଆର କେ ଓ ରାଉରକେଲା ବିଜୟୀ  ବାରିପଦା : ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି […]

Read More Text.
Img 20251210 wa0278

ଆଗାମୀ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ 

ବାରିପଦା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଗାମୀ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଧାରଣ କମିଟି ବୈଠକ ଅନୁଷ୍ଠିତ  ହୋଇଯାଇଛି। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ  ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର ଓ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ଟଙ୍କଧର କଲୋ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଲୋକନାଥ […]

Read More Text.
Img 20251210 wa0220

ମୟୂରଭଞ୍ଜର ବ୍ଲକୱାରି ୨୬ ଶ୍ରେଷ୍ଠ ଚାଷୀଙ୍କୁ ବାବୁଲାଲ ଅଗରୱାଲା ସ୍ମୃତି ପୁରସ୍କାର 

ବାରିପଦା: ବେସରକାରୀ ଉଦ୍ୟମରେ ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକର ଅଗ୍ରଣୀ କୃଷକଙ୍କୁ ଦୀର୍ଷ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ବର୍ଦ୍ଧିତ କରାଯିବା ପରମ୍ପରା ସମଗ୍ର ଓଡ଼ିଶାରେ ଅନନ୍ୟ ବୋଲି ଅତିଥିମାନେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାବୁଲାଲ ଅଗରୱାଲା ମେମୋରିଆଲ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ ଦିବଂଗତ ବାବୁଲାଲ ଅଗରୱାଲାଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବୁଧବାର ଆୟୋଜିତ ବାର୍ଷିକ ଜିଲାସ୍ତରୀୟ ବାବୁଲାଲ ଅଗରୱାଲା ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ମତପୋଷଣ କରିଛନ୍ତି। ଏହି ଉତ୍ସବରେ ମୟୂରଭଞ୍ଜ […]

Read More Text.
Photo1 for the news of baluka kala

ବାଲୁକା କଳାକୃତି ପଦ୍ମନାଭଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ

ଆଗରପଡ଼ା: ନିଜ ହାତ ତିଆରି କଳାକୃତି ଜଣେ କାରିଗରକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ଭଦ୍ରକ ଜିଳ୍ଲାରେ ମଧ୍ୟ ଏହିଭଳି ଅନେକ କାରିଗର ରହିଛନ୍ତି,ଯେଉଁମାନଙ୍କ ଦାତର ଯାଦୁ ସେମାନଙ୍କୁ ଖୁବ୍‌୍ ପରିଚିତ କରାଇଛି ଏବଂ ନିଜ ଭିତରେ ଥିବା କଳା ପାଇଁ ସେମାନେ ସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି । କେବଳ ପ୍ରଶଂସା ନୁହେଁ ବରଂ ଏହାକୁ ବୃତ୍ତି ଭାବେ ମଧ୍ୟ ଆପଣାଇଛନ୍ତି ଅନେକ କାରିଗର । ନିଜ ହାତରେ ଗଢୁଥିବା କଳାକୃତିକୁ ବିକ୍ରି କରି ଭଲ […]

Read More Text.
Photo for the news of accident

ଗଛରେ ପିଟି ହେଲା ବାଲି ବୋଝେଇ ହାଇୱା

ଆଗରପଡ଼ା: ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ବନ୍ତ-ବାରିକପୁର ରାସ୍ତାର ସେଣ୍ଡତୀରା ପଂଚାୟତ କାର୍ଯ୍ୟାଳୟ ନିକଟରେ ଗଛକୁ ଧକ୍କା ଦେଇ ଏକ ବାଲି ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବେଳେ ହାଇୱା ଚାଳକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଂଚଳର ବୈତରଣୀ ନଦୀ ଶଯ୍ୟାରୁ ବାଲି ବୋଝେଇ କରି ହାଇୱାଟି ବାରିକପୁର ଆଡ଼କୁ ଯାଉଥିଲା ବେଳେ […]

Read More Text.
Images (5)

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ। ଏହି କମ୍ପାନୀ ମୁମ୍ବଇସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ୪୫୦ କୋଟି ଟଙ୍କାର କ୍ରେଡିଟ ଲିମିଟ ପାଇଥିଲା। ଏହାକୁ ଆଧାର କରି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ବ୍ୟାଙ୍କରୁ ଋଣ ଉଠାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ […]

Read More Text.
Images (4)

ଇଣ୍ଡିଗୋ ଅଚଳାବସ୍ଥା: ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି ହେବା ଯୋଗୁଁ ଯାତ୍ରୀଙ୍କ ବ୍ୟାପକ ଅସୁବିଧା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦେଶର ଏଗାରଟି ବିମାନବନ୍ଦରରେ ତୁରନ୍ତ କ୍ଷେତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଦେଶରେ ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ବଡ଼ ଧରଣର ବଧ ସୃଷ୍ଟି ହେବା ପରେ ଡିଜିସିଏ ଇଣ୍ଡିଗୋ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବରୁ ଶୀତକାଳୀନ ଉଡାଣ ତାଲିକାରୁ ଇଣ୍ଡିଗୋର ୫% ହ୍ରାସ କରି […]

Read More Text.
Images (3)

ମରକ୍କୋରେ ଭୁଶୁଡ଼ିଲା ୨କୋଠା: ୧୯ ମୃତ

ମରକ୍କୋ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।  ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍‌ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ମରକ୍କୋ ଗଣମାଧ୍ୟମ ଅନୁଯାୟୀ, ଉକ୍ତ କୋଠା ଦୁଇଟିରେ ଆଠଟି ପରିବାର ବାସ କରୁଥିଲେ । ଘଟଣାରେ ୧୬ ଜଣ ଆହତ ହୋଇଥିଲା ବେଳେ […]

Read More Text.
Untitled 16

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲରେ ପୁଣି ଥରେ ବୋମା ଧମକ । ଯାହାକୁ ନେଇ ଏବେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଲକ୍ଷ୍ମୀ ନଗର, ମୟୂର ବିହାର, ରୋହିଣୀର ସ୍କୁଲଗୁଡ଼ିକୁ ଏହି କଲ୍ ଆସିଥିଲା । କୁହାଯାଉଛି ଯେ ସକାଳେ ବୋମା ଧମକ କଲ୍ ପାଇବା ପରେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳା ଦେଖାଦେଇଥିଲା। ତୁରନ୍ତ ଏହି ସୂଚନା ପୋଲିସକୁ ଦିଆଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକର ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ […]

Read More Text.
Crime

ମହିଳା ସିରିଏଲ୍ କିଲରର ଅମାନୁଷିକ କାଣ୍ଡ: ଘରୁ ଉଦ୍ଧାର ହେଲା ଦୁଇ ଡଜନରୁ ଅଧିକ ମୃତଦେହ

ସିରିଏଲ୍ କିଲର୍ ର ଅମାନୁଷିକ କାଣ୍ଡ । ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ବିବାହ ଜାଲରେ ଫସାଇ ନେଉଥିଲା ଜୀବନ । ଘରକୁ କରିଥିଲା ମଶାଣୀ । ସିରିଏଲ୍ କିଲର୍ ଏମିତି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଥରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍ କିଲର୍ସଙ୍କ ନାଁ ସାମିଲ୍ ଅଛି ଯେଉଁମାନଙ୍କ କାହାଣୀ ଆପଣଙ୍କୁ କୌଣସି ଫିଲ୍ମର କାହାଣୀଠୁ କମ୍ ଲାଗିବନି […]

Read More Text.